ରାଉରକେଲା: ରେଲୱେ କଲୋନିର ଦୁଇ ଘରୁ ଚୋରି ଘଟଣାରେ ପ୍ଲାଣ୍ଟସାଇଟ୍ ପୁଲିସ ୫ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ମାଲଗୋଦାମ ଖେଟି ବସ୍ତିର ସମ୍ସେର ଖାନ୍ ଓରଫ୍ ଲାଲୁଆ (୧୯), ମାଲଗୋଦାମର ସୋହିଲ ଖାନ୍ ଓରଫ ପିଗି (୧୯), ମହମ୍ମଦ ଗୁଡ୍ଡୁ ଓରଫ ଡେକ୍ଚି (୨୦), ଆଇସ୍ ଫ୍ୟାକ୍ଟ୍ରିର ଶିବା ସିଂହ (୨୩), ମଧୁସୂଦନପାଲୀ ଚାନ୍ଦିନୀ ଛକର ଟିଙ୍କୁ ସାହୁ (୨୨)। ଏମାନଙ୍କ ନିକଟରୁ ପୁଲିସ ଚୋରି ସୁନା, ରୁପା ଗହଣା ସହ କିଛି ରୁପା ମୁଦ୍ରା ଜବତ କରିଛି।
ରେଲୱେ କଲୋନିର ୨ ଘରୁ ଚୋରି: ୫ ଗିରଫ; ସୁନା, ରୁପା ଗହଣା ସହ ରୁପା ମୁଦ୍ରା ଜବତ
/sambad/media/post_attachments/wp-content/uploads/2021/05/IMG-20210503-WA0035.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)