ଚଳନ୍ତା ସ୍କୁଟିରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦମ୍ପତି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବ୍ଲକ୍‌ ଛକରୁ ଗଣ୍ଡାକିଆ ରାସ୍ତାରେ ଆଜି ସକାଳେ ଏକ ଚଳନ୍ତା ସ୍କୁଟିରେ ନିଆଁ ଲାଗିଯାଇଥିଲା। ତେବେ ନିଅାଁ ଲାଗିଯିବା ପରେ ଏଥିରେ ଯାଉଥିବା ଦମ୍ପତ୍ତି ସ୍କୁଟିକୁ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଥିଲେ। ପରେ ପରେ ସ୍କୁଟିଟି ହୁତୁହୁତୁ ହୋଇ ଜଳିଯାଇଥିଲା ।

ସମ୍ବନ୍ଧିତ ଖବର