ପୋଖରୀରେ ବୁଡ଼ି ୨ ନାବାଳକ ଭାଇଙ୍କ ମୃତ୍ୟୁ

ରେଢ଼ାଖୋଲ: ରେଢ଼ାଖୋଲ ଥାନା କଳିନ୍ଦର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି।  ଦୁଇ ମୃତକ ହେଲେ ଅନୁଗୁଳ ଜିଲ୍ଲାର ଟୁକୁନା ମିର୍ଦ୍ଧାଙ୍କ ଦୁଇ ପୁତ୍ର ପ୍ରିୟାଂଶୁ ଓ ଶ୍ରୀୟାଂଶୁ।

ସମ୍ବନ୍ଧିତ ଖବର