ସମ୍ବଲପୁର: ସମ୍ବଲପୁର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ। ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ସେ ସମଲେଇ ଯୋଜନାର ସମୀକ୍ଷା କରିଥିଲେ। ନିର୍ମାଣକାରୀ ସଂସ୍ଥା ସହିତ କାମ ଶୀଘ୍ର ଶେଷ କରିବା ପାଇଁ ଆଲୋଚନା କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଥିବା ଅନେକ ଲୋକଙ୍କ ସହ ହାତ ମିଳାଇବା ସହିତ ଏକାଧିକ ଅଭିଯୋଗ ମଧ୍ୟ ସେ ଗ୍ରହଣ କରିଥିଲେ। ରିଭର୍ ଭ୍ୟୁ ପଏଣ୍ଟ ବୁଲିବା ପରେ ୫ଟି ସଚିବ ମନ୍ଦଲିଆରେ ନିର୍ମାଣାଧୀନ ରାଜଘାଟର ଅଗ୍ରଗତି ବୁଲି ଦେଖିଥିଲେ।
ସମ୍ବଲପୁରରେ ୫ଟି ସଚିବ: ସମଲେଇ ଯୋଜନାର କଲେ ସମୀକ୍ଷା
/sambad/media/post_attachments/wp-content/uploads/2023/05/p-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)