ସମ୍ବଲପୁର: ବିଜେପି ଜିଲ୍ଲା କମିଟି ଦ୍ୱାରା ଆହୂତ ‘ହକ୍ର ଲଢ଼େଇ’ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସରକାରର ଅପାରଗତା, ଦୁର୍ନୀତି, ଗୁଣ୍ଡାରାଜ ଓ ଅବହେଳା ବିରୋଧରେ ଗର୍ଜିଛନ୍ତି। ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁରେଶ ପୂଜାରୀ, ଗୋବିନ୍ଦ ଅଗ୍ରଓ୍ଵାଲ, ସବିତା ନନ୍ଦ, ଧୀରେନ୍ଦ୍ର ସେନାପତି, ସୀମାଞ୍ଜଳ ଖଟେଇ, ଦାମୋଦର କର, ବିଧାୟକ ରବି ନାଏକ, ଦେବେନ୍ଦ୍ର ମହାପାତ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ରିକନ ପଟ୍ଟନାୟକ, ସରୋଜ ସାହୁ, ଜିତେନ୍ଦ୍ର ପଣ୍ଡା, ଡା. ରାଜକୁମାର ବଡ଼ପଣ୍ଡା, ବେଣୁଧର ଦାଶ, ହରି ମହାନନ୍ଦ, ସଲିଳା ପଣ୍ଡା, ଆରତି ବରାଡ଼, କର୍ଣ୍ଣେଲ ପ୍ରଭାତ ପଣ୍ଡା, ଦୀପକ ପାଣ୍ଡେ, ପ୍ରମୋଦ ସାହୁ, ଶିବରାମ ସାହୁ, ଅର୍ଜୁନ ପଟ୍ଟନାୟକ, ଲଳିତ ପାଇକରାୟ, ସୁଶୀଲ କର ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଦାମୋଦର କର ପରିଚାଳନା କରିଥିଲାବେଳେ ମୁକେଶ ଜରିଓ୍ଵାଲ, ଦେଓକିରଣ ପଟ୍ଟନାୟକ, ଅମୂଲ୍ୟା ସାହୁ, କବିତା ବାଗ, ଏମ୍ ଜୟଶ୍ରୀ, ଭବାନୀ ଧୁସର, ସରୋଜିନୀ ନାଏକ, ପଙ୍କଜ ବେହେରା, କିଶୋର ନାଏକ, ରତନ ସୁନା, ଶମ୍ଭୁ ବରେଲିଆ, ସୁବାସ ସାହୁ, ପ୍ରକାଶ ସାହୁ, ଗୌତମ ରଣବିଡ଼ା, ଉତ୍ତମ ବିଶ୍ୱାଳ, ଚେରେଙ୍ଗା ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।
ବିଜେପିର ‘ହକ୍ ପାଇଁ ଲଢ଼େଇ’
/sambad/media/post_attachments/wp-content/uploads/2018/01/brgh20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)