ସମ୍ବଲପୁର: ସମଲେଶ୍ବରୀ ପ୍ରକଳ୍ପର ଲୋକର୍ପଣ ଦିନ ୧୧ ଟି ଜିଲ୍ଲାରୁ ବଛାବଛା ପଣ୍ଡିତ ଯୋଗଦାନ କରିବେ ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ। ସେ କହିଛନ୍ତି, ସମଲେଇ ମନ୍ଦିରର ଚାରିପାଖରେ ହୋମଯଜ୍ଞ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ୨୭ରେ ମାଙ୍କୁ ଦର୍ଶନ ପରେ ଯଜ୍ଞରେ ଆହୁତି ଦେବାର କାର୍ଯ୍ୟକ୍ରମ ରହିଛି। ମହାନଦୀ ଆଳତୀ ପାଇଁ ଯୋଗ୍ୟ ବ୍ରାହ୍ମଣ ଆହୁତି କରିବେ। ପରବର୍ତ୍ତୀ ସମୟରେ ପୂଜକମାନେ ଆଳତୀ କରିବା ସାଙ୍ଗକୁ ମାଙ୍କ ନଡ଼ିଆ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବ। ତେବେ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସହ ରାଜ୍ୟର ପ୍ରମୁଖ ଦେବାଳୟକୁ ନିମନ୍ତ୍ରଣ ସରିଛି। ଏନେଇ ପ୍ରତି ଘରୁ ସିନ୍ଦୂର ସଂଗ୍ରହ କରାଯିବ।
ସମଲେଶ୍ବରୀ ପ୍ରକଳ୍ପର ଲୋକର୍ପଣ: ୨୭ରେ ଯଜ୍ଞରେ ଆହୁତି ଦେବେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2024/01/samaleswari-640x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)