ସମ୍ବଲପୁର: ମୁମ୍ବାଇର ନୀତା-ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ସ୍ବଦେଶ କର୍ମଶାଳାକୁ ଭୁଟାନର ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ରବିବାର ପରିଦର୍ଶନ କରିଥିଲେ। ସେଠାରେ ଥିବା ଓଡ଼ିଶାର ଇକତ ମଣ୍ଡପ ପରିଦର୍ଶନ ବେଳେ ବରପାଲିର ଜାତୀୟ ପୁରସ୍କାରପ୍ରାପ୍ତ ବାନ୍ଧକଳା ଶିଳ୍ପୀ ଦମ୍ପତି ମକରଧ୍ବଜ ମେହେର ଓ ସୁକାନ୍ତି ମେହେର ବାନ୍ଧକଳାରେ ତିଆରି ଜଗନ୍ନାଥ ୱାଲ ହ୍ୟାଙ୍ଗିଙ୍ଗ ପ୍ରଦାନ କରିଛନ୍ତି।
ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଜଗନ୍ନାଥ ୱାଲ୍ ହ୍ୟାଙ୍ଗିଙ୍ଗ ପ୍ରଦାନ କଲେ ବାନ୍ଧକଳା ଶିଳ୍ପୀ ଦମ୍ପତି
/sambad/media/post_attachments/wp-content/uploads/2024/03/18797e7e-fca4-462d-bad6-9c2aed01d7cd.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)