କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କୁଚିଣ୍ଡାର କୁଣ୍ଡେଶ୍ବର ଶିବ ମନ୍ଦିର ପଛପାଖ ନାଳରେ ଏକ ଶବ ଭାସୁଛି। ଲୋକଟିର ନାମ ଦେବାଶିଷ ସିତାର ବୋଲି ଜଣାଯାଇଛି। ତାଙ୍କର ବୟସ ୨୫ ବର୍ଷ। ଗତ ୧୭ ତାରିଖ ରାତ୍ରୀରେ ପାଣିରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
କୁଚିଣ୍ଡାର କୁଣ୍ଡେଶ୍ବର ଶିବ ମନ୍ଦିର ପଛପାଖ ନାଳରେ ଭାସୁଛି ଶବ
/sambad/media/post_attachments/wp-content/uploads/2021/01/74272165-fda3-49e0-b130-607bc29a63c1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)