ସମ୍ବଲପୁର: ଗଂଜେଇ ଚୋରା କାରବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଧନୁପାଲି ପୁଲିସ ଗୋବିନ୍ଦତୋଲାର ଧ୍ରୁବେଶ୍ୱର ପ୍ରସାଦ ଶର୍ମାଙ୍କୁ ଗିରଫ କରି ୪୫୦ ଗ୍ରାମ ଗଂଜେଇ ଜବତ କରିଛି। ସେହିପରି ସଦର ପୁଲିସ ହୀରାଲାଲ ଓରାମ, ଗଣେଶ ସୁନାଙ୍କୁ ଗିରଫ କରି ଏକ ସ୍କୁଟି ଓ ୪୫୦ ଗ୍ରାମ ଗଂଜେଇ ଜବତ କରିଛି। ଅପର ପକ୍ଷରେ ବେଆଇନ୍ ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳର ୧୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୨୧ ବୋତଲ ବିଦେଶୀ ମଦ, ୨୨୩ଟି ଦେଶୀ ମଦ ପାଉଚ ଓ ୨୬ ଲିଟର ରନ୍ଧା ମଦ ଜବତ କରାଯାଇଛି।ନିଶା କାରବାରରେ ୧୬ ଗିରଫ
ସମ୍ବଲପୁର, ୧|୨(ଇମିସ): ଗଂଜେଇ ଚୋରା କାରବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଧନୁପାଲି ପୁଲିସ ଗୋବିନ୍ଦତୋଲାର ଧ୍ରୁବେଶ୍ୱର ପ୍ରସାଦ ଶର୍ମାଙ୍କୁ ଗିରଫ କରି ୪୫୦ ଗ୍ରାମ ଗଂଜେଇ ଜବତ କରିଛି। ସେହିପରି ସଦର ପୁଲିସ ହୀରାଲାଲ ଓରାମ, ଗଣେଶ ସୁନାଙ୍କୁ ଗିରଫ କରି ଏକ ସ୍କୁଟି ଓ ୪୫୦ ଗ୍ରାମ ଗଂଜେଇ ଜବତ କରିଛି। ଅପର ପକ୍ଷରେ ବେଆଇନ୍ ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳର ୧୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୨୧ ବୋତଲ ବିଦେଶୀ ମଦ, ୨୨୩ଟି ଦେଶୀ ମଦ ପାଉଚ ଓ ୨୬ ଲିଟର ରନ୍ଧା ମଦ ଜବତ କରାଯାଇଛି।
ନିଶା କାରବାରରେ ୧୬ ଗିରଫ
/sambad/media/post_attachments/wp-content/uploads/2018/02/police.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)