ସମ୍ବଲପୁର ଭିମସାରରେ ଅଗ୍ନିକାଣ୍ଡ : ୪୦ ମିନିଟ ଧରି ଅନ୍ଧାରରେ ହନ୍ତସନ୍ତ ହେଲେ ରୋଗୀ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ (ଭିମସାର)ରେ ଆଜି ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି । କାର୍ଡିଓଲୋଜୀ ବିଭାଗ ନିକଟସ୍ଥ ଜେନେରେଟର ରୁମରୁ ସର୍ଟ ସର୍କିଟ ହୋଇ ନିଆଁ ବ୍ୟାପିିଥିଲା । ଏହା ଫଳରେ ସଂପୂର୍ଣ୍ଣ ମେଡିକାଲ କଲେଜଟି ୪୦ ମିନିଟ ପର୍ଯ୍ୟନ୍ତ ଅନ୍ଧକାରରେ ଥିଲା । ଏହାଫଳରେ ରୋଗୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଖବର ହସ୍ତଗତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.