ଜମି ପାଇଁ ଗଣ୍ଡଗୋଳ, ୧୪ ଗିରଫ

ସମ୍ବଲପୁର: ଜମି ପାଇଁ ମୋତିଝରନର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଘଟଣା ସଂକ୍ରାନ୍ତରେ ଜିଆନୁଲ୍‌ ଖାନ ଓ ମହମ୍ମଦ ଇମ୍ରାମଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଧନୁପାଲି ଥାନା ପୁଲିସ୍‌ ୨ଟି ମାମଲା ରୁଜୁ କରିଛି। ଇମ୍ରାନଙ୍କ ଗୋଷ୍ଠୀର ୮ ଜଣ ଓ ଜିଆନୁଲଙ୍କ ଗୋଷ୍ଠୀର ୫ ଜଣଙ୍କୁ ଗିରଫ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର