ସମ୍ବଲପୁର: ସଦର ଥାନା କୁଦୋପାଲି ବ୍ରିଜ୍ ନିକଟରେ ଟ୍ରକ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାର୍ହି। ତେବେ ମୃତକ ଦ୍ବୟ ମା ଓ ପୁଅ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ଉଭୟେ ସମ୍ବଲପୁର ପଟରୁ ଦେବଗଡ଼ ଆଡ଼କୁ ଯାଉଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଟ୍ରକ୍ ଧକ୍କାରେ ମା ଓ ପୁଅ ମୃତ
/sambad/media/post_attachments/wp-content/uploads/2022/08/653c09d6-3594-4fa2-abb6-cc5a659d05d2.jpg)