ଟ୍ରକ୍‌ ଧକ୍କାରେ ମା ଓ ପୁଅ ମୃତ

ସମ୍ବଲପୁର: ସଦର ଥାନା କୁଦୋପାଲି ବ୍ରିଜ୍‌ ନିକଟରେ ଟ୍ରକ୍‌ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାର୍ହି। ତେବେ ମୃତକ ଦ୍ବୟ ମା ଓ ପୁଅ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ଉଭୟେ ସମ୍ବଲପୁର ପଟରୁ ଦେବଗଡ଼ ଆଡ଼କୁ ଯାଉଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର