ସମ୍ବଲପୁର : ଗତରାତିରେ ସହରର ଏକ ପ୍ରତିଷ୍ଠିତ ହୋଟେଲ ‘ଶୀଲା ଟାଓ୍ଵାର’ରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ଉ କରି ଧନୁପାଲି ଥାନା ପୁଲିସ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏହି ଜୁଆଡ଼ିଙ୍କ ମଧ୍ୟରେ ରେଂଗାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରଓ୍ଵାଲ, ଧନକଉଡ଼ା ବ୍ଲକ କଂଗ୍ରେସ ସଭାପତି ଶାସନ ନିବାସୀ ସୀମାନ୍ତ ହୋତା, କଂଗ୍ରେସ ନେତା ସମ୍ବଲପୁର ଏସ୍ଆର୍ଆଇଟି କଲୋନି ନିବାସୀ ସନ୍ଦିପ ଓରଫ ବୁକନ ପଟ୍ଟନାୟକ ଓ ଅନ୍ୟମାନେ। ସେମାନଙ୍କଠାରୁ ୩ ଲକ୍ଷ ୭୫ ହଜାର ୪୮୦ ଟଙ୍କା ଏବଂ ତାସ୍ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।
ଜୁଆ ଆଡ୍ଡାରୁ ରେଂଗାଲି ଉପାଧ୍ୟକ୍ଷଙ୍କ ସମେତ ୯ ଗିରଫ
/sambad/media/post_attachments/wp-content/uploads/2018/07/arrested-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)