ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ତାଲା ଭାଙ୍ଗି ନେଇଗଲେ ୫୭ ହଜାର

ସମ୍ବଲପୁର: ସଦର ଥାନା ସିନ୍ଦୁରପଙ୍କ ରେଳଲାଇନ୍‌ ପଡ଼ାର ବୀରବର ସିଂହଙ୍କ ଘରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗି ଘର ଭିତରୁ ୫୭ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି। ଏହା ଜାଣିବା ପରେ ବୀରବର ଶୁକ୍ରବାର ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ପ୍ଲାଟ୍‌ଫର୍ମରୁ ଖସି ପଡ଼ି ଯୁବତୀ ଗୁରୁତର

ବାମରା: ବାମରା ରେଳ ଷ୍ଟେସନ୍‌ ପ୍ଲାଟ୍‌ଫର୍ମରୁ ଶନିବାର ଜଣେ ଯୁବତୀ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଥିବା ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ରାଜଗାଙ୍ଗପୁର ନିକଟ ବୁଢ଼ାମ ଗ୍ରାମର ବିବାହିତା ଯୁବତୀ ସୁଶାନ ଧାନୱାର୍ (୨୨) ସମ୍ପର୍କୀୟ ଭାଇ ବାମରା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରୁ ସମ୍ବଲପୁର ନାବାଳିକା ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଧମା ଅଞ୍ଚଳର ଜଣେ ୧୧ ବର୍ଷୀୟ ନାବାଳିକାଙ୍କୁ ଘର ପାଖର ଜଣେ ମହିଳା କାମ ଦେବି ବୋଲି କହି ମୁମ୍ବାଇ ନେଇଯାଇଥିଲେ। ସେଠାରେ ସେ ନିଜ ଛୁଆକୁ ଧରିବା କାମ ଦେଇଥିଲେ। ପାଖାପାଖି ବର୍ଷେ ହେବ ନାବାଳିକା ଜଣକ ମୁମ୍ବାଇରେ ରହି ତାଙ୍କ ଛୁଆକୁ ଧରିବା ସହ ଘର କାମ କରୁଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...

ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁର ଆହତ

ରେଢ଼ାଖୋଲ: ରେଢ଼ାଖୋଲ ଥାନା ପଣ୍ତକିମାଳ ଗ୍ରାମରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁର ଆହତ ହେବା ଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ପଦ୍ମଲୋଚନ ବେହେରା (୬୩) ଗାଧୋଇ ପାଧୋଇ ଆସି ମଧ୍ୟାହ୍ନରେ ବୋହୂ ସଂଜୁ ବେହେରା (୨୯)ଙ୍କୁ ଭାତ ବାଢିବା ପାଇଁ କହିଥିଲେ। ହେଲେ ବୋହୂ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ବିଲ୍ ଆଦାୟ ବେଳେ କର୍ମଚାରୀଙ୍କୁ ମାଡ଼

ସମ୍ବଲପୁର : ବିଦ୍ୟୁତ୍‌ ବିଲ୍‌ ଆଦାୟ ପାଇଁ ଯାଇଥିବା ବେଳେ ଟାଟା ପାଵାର୍‌ର କର୍ମଚାରୀଙ୍କୁ ଗୁରୁବାର ମାଡ଼ ମରାଯାଇଛି। ଏ ନେଇ ଟାଟା ପାଵାର୍‌ର କର୍ମଚାରୀ କିଶୋର ଦାସ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ଗିରଫ ଓକିଲଙ୍କୁ ଭେଟିଲା କଂଗ୍ରେସ

ସମ୍ବଲପୁର : ଗୁରୁବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏବଂ କୋଶଲ ରାଏଜ୍ ସମନ୍ବୟ ସମିତିର ପ୍ରତିନିଧି ଦଳ ଅଲଗା ଅଲଗା ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣାରେ ଗିରଫ ହୋଇ ଜେଲ୍ ହାଜତ‌ରେ ଥିବା ଓକିଲମାନଙ୍କୁ ଭେଟିଛନ୍ତି। ସେଦିନର ଘଟଣା ସହିତ ବିଭିନ୍ନ ପ୍ରସଂଗରେ ଓକିଲମାନଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ସୈନିକ ସ୍କୁଲରେ ନିର୍ଯାତନା ମାମଲା: ୬ ଜଣଙ୍କ ବିରୋଧରେ ମାମଲା ରୁଜୁ

ବୁର୍ଲା : ଗୋଶାଳା ସୈନିକ ସ୍କୁଲରେ ଜଣେ ଛାତ୍ରଙ୍କୁ ନିର୍ଯାତନା ମାମଲାରେ ଆଜି ୬ ଜଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି। ପୀଡ଼ିତ ଛାତ୍ରଙ୍କ ଅଭିଭାବକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କଲା ପରେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବୁଧବାର ଦିନ ଥାନାରେ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ବାଦ୍ୟଶିଳ୍ପୀ ପିଣ୍ଟୁ ଦୁବେଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁରର ଜଣାଶୁଣା ବାଦ୍ୟଶିଳ୍ପୀ ତଥା ଲୋକପ୍ରିୟ କଳାକାର ଚନ୍ଦ୍ରଶେଖର ଦୁବେ (ପିଣ୍ଟୁ) ଆଉ ନାହାନ୍ତି। ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ସେ କର୍କଟରେ ପୀଡ଼ିତ ଥିଲେ। ବିଳମ୍ବରେ ବ୍ୟାଧି ଚିହ୍ନଟ ହେବାପରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସ୍ଥଗିତ

ସମ୍ବଲପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ୍ କମିଟି ନିର୍ଦ୍ଦେଶକ୍ରମେ ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ ‌ସମ୍ବଲପୁର ଓ ବୁର୍ଲାରେ ହେବାକୁ ଥିବା ଭାରତ ଯୋଡ଼ୋ ପରିବର୍ତ୍ତନ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜିଲ୍ଲା କଂଗ୍ରେସ୍‌ର ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ କୈଳାସଙ୍କ ’ଜୟ ଜୟ କାରା’

ସମ୍ବଲପୁର: ସମ୍ବଲପୁର ସହରରେ ବଲିଉଡ୍‌ ଗାୟକ କୈଳାସ ଖେରଙ୍କ କ୍ରେଜ୍‌। ଅଇଁଠାପାଲି ପିଏଚଡି ପଡିଆରେ କୈଳାସଙ୍କ ଗୀତ ଶୁଣିବା ପାଇଁ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କୈଳାସ ଖେର୍‌ଙ୍କ ଗୀତର ତାଳେ ତାଳେ ଦର୍ଶକ ମଧ୍ୟ ନାଚି ଉଠିଥିଲେ। ‘ଜାନା ଯୋଗୀ ଦେ ନାଲ୍‌’ ଗୀତ ଗାଇ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...