ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସୈନିକ ସ୍କୁଲରେ ନିର୍ଯାତନା ମାମଲା: ୬ ଜଣଙ୍କ ବିରୋଧରେ ମାମଲା ରୁଜୁ

ବୁର୍ଲା : ଗୋଶାଳା ସୈନିକ ସ୍କୁଲରେ ଜଣେ ଛାତ୍ରଙ୍କୁ ନିର୍ଯାତନା ମାମଲାରେ ଆଜି ୬ ଜଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି। ପୀଡ଼ିତ ଛାତ୍ରଙ୍କ ଅଭିଭାବକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କଲା ପରେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବୁଧବାର ଦିନ ଥାନାରେ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ବାଦ୍ୟଶିଳ୍ପୀ ପିଣ୍ଟୁ ଦୁବେଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁରର ଜଣାଶୁଣା ବାଦ୍ୟଶିଳ୍ପୀ ତଥା ଲୋକପ୍ରିୟ କଳାକାର ଚନ୍ଦ୍ରଶେଖର ଦୁବେ (ପିଣ୍ଟୁ) ଆଉ ନାହାନ୍ତି। ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ସେ କର୍କଟରେ ପୀଡ଼ିତ ଥିଲେ। ବିଳମ୍ବରେ ବ୍ୟାଧି ଚିହ୍ନଟ ହେବାପରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସ୍ଥଗିତ

ସମ୍ବଲପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ୍ କମିଟି ନିର୍ଦ୍ଦେଶକ୍ରମେ ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ ‌ସମ୍ବଲପୁର ଓ ବୁର୍ଲାରେ ହେବାକୁ ଥିବା ଭାରତ ଯୋଡ଼ୋ ପରିବର୍ତ୍ତନ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜିଲ୍ଲା କଂଗ୍ରେସ୍‌ର ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ କୈଳାସଙ୍କ ’ଜୟ ଜୟ କାରା’

ସମ୍ବଲପୁର: ସମ୍ବଲପୁର ସହରରେ ବଲିଉଡ୍‌ ଗାୟକ କୈଳାସ ଖେରଙ୍କ କ୍ରେଜ୍‌। ଅଇଁଠାପାଲି ପିଏଚଡି ପଡିଆରେ କୈଳାସଙ୍କ ଗୀତ ଶୁଣିବା ପାଇଁ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କୈଳାସ ଖେର୍‌ଙ୍କ ଗୀତର ତାଳେ ତାଳେ ଦର୍ଶକ ମଧ୍ୟ ନାଚି ଉଠିଥିଲେ। ‘ଜାନା ଯୋଗୀ ଦେ ନାଲ୍‌’ ଗୀତ ଗାଇ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

ଜଲିଗଲା ଚଳନ୍ତା କାର୍‌

ଧନକଉଡ଼ା: ସମ୍ବଲପୁର ଜିଲ୍ଲା ଚିପଲିମା ନିକଟ ବଗବିରାଠାରେ ଏକ ଚଳନ୍ତା କାର୍‌ରେ ବୁଧବାର ନିଆଁ ଲାଗିଯାଇଥିଲା। ସୂଚନା ଅନୁସାରେ, ସମ୍ବଲପୁରର ଡା. ଦିଲ୍ଲୀପ ପାଣିଗ୍ରାହୀ ଚିପିଲିମାସ୍ଥିତ ଘଣ୍ଟେଶ୍ୱରୀ ମନ୍ଦିର ଦର୍ଶନ ସାରି ସକାଳ ୭ଟାରେ ଫେରୁଥିବା ସମୟରେ ବଗବିରା ଗ୍ରାମ ନିକଟରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କୁଚିଣ୍ଡା: ଜଣେ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭି‌ଯୋଗରେ ପୁଲିସ ନିକ୍ତିମାଲର ସମୀର କାଲୋଙ୍କୁ ସମ୍ବଲପୁର ଜଲ୍ଲା କୁଚିଣ୍ଡା ଥାନା ପୁଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୦୨୨ ମସିହା ଜାନୁଆରି ମାସରୁ ଜଣେ ଯୁବତୀଙ୍କୁ ବିଭିନ୍ନ ସମୟରେ ଧମକ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଲୋକ ମହୋତ୍ସବ ଉଦ୍‌ଯାପିତ

ସମ୍ବଲପୁର: ସ୍ଥାନୀୟ ନୃତ୍ୟ ଶିଳ୍ପୀଙ୍କ ସହ ପାଦ ମିଶାଇ ଦେଶ ବିଦେଶରୁ ଆସିଥିବା ଅତିଥି କଳାକାରମାନେ ଦୁଲୁକାଇ ଦେଇଥିଲେ ମଞ୍ଚ। ଶତାଧିକ କଳାକାରଙ୍କୁ ନେଇ ହୋଇଥିବା ଭଳିକିଭଳି ନୃତ୍ୟର ଏହି ଫ୍ୟୁଜନ୍ ସହ ସମ୍ବଲପୁର ଲୋକ ମହୋତ୍ସବ-୨୦୨୩ର ଚମତ୍କାର ପରିସମାପ୍ତି ହୋଇଥିଲା। ଏହି କଳାକାରମାନେ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଆଜି

ସମ୍ବଲପୁର: କରୋନା କାରଣରୁ ବନ୍ଦ ରହିଥିବା ୨୦୧୯-୨୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ବତନ୍ତ୍ର ଟ୍ରେନ୍‌ ୧୮ ତାରିଖ ବୁଧବାର ଦିନ ୧୦ଟା ସମୟରେ ସମ୍ବଲପୁର ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍‌ରେ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା,…
ଅଧିକ ଖବର ଦେଖନ୍ତୁ...

ଅଇଁଠାପାଲି ଉପର ଛକ ଖୋଲିଲା

ସମ୍ବଲପୁର: ଅଇଁଠାପାଲି ଛକକୁ ବନ୍ଦ କରିବା ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଅଧା ବ୍ୟାରିକେଡ୍‌ ମଙ୍ଗଳବାର ଭଙ୍ଗା ଯାଇଛି। ସୋମବାର କିଛି ଅଂଶ ଭଙ୍ଗା ଯାଇ ବାଇକ୍‌, ସାଇକେଲ୍‌ ଓ ପଥଚାରୀଙ୍କୁ ଛଡ଼ାଯାଇଥିଲା। ତା ପରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ରେଢ଼ାଖୋଲ କଲେଜରେ ଖୋଲିଲା ଏନ୍‌ସିସି ୟୁନିଟ୍

ରେଢ଼ାଖୋଲ: ସ୍ଥାନୀୟ ଭୀମ ଭୋଇ କଲେଜରେ ମଙ୍ଗଳବାର ଏନ୍‌ସିସି ୟୁନିଟ୍‌ ଖୋଲିଛି। ଆଜି ଏନ୍‌ସିସି ପଞ୍ଚମ ବାଟାଲିୟନର କମାଣ୍ତିଂ ଅଫିସର କଲୋନେଲ ସି.ସି. ନାଗ ପରିଦର୍ଶନରେ ଆସି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷ ଦିଲୀପ ଦାଶ ସଭାପତିତ୍ବ…
ଅଧିକ ଖବର ଦେଖନ୍ତୁ...