ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଉଥିବା ବେଳେ ଚାଲିଗଲା ଜୀବନ

ସମ୍ବଲପୁର: ସଦର ଥାନା କେନ୍‌ଘାଟି ଛକରେ ଏକ ମନ୍ଦିର ପ୍ରତିଷ୍ଠା ଦିବସ ଶୁକ୍ରବାର ଥିଲା। ଏହି ପ୍ରତିଷ୍ଠା ଦିବସ ଦେଖିବାକୁ ଯାଉଥିବା ବେଳେ ଜଣେ ୭ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଯୁଯୁମୁରା ଥାନା ମୋହନଡେରାର ବଳଭଦ୍ର ମିର୍ଦ୍ଧାଙ୍କ ବଡ଼ ଝିଅ ଆରୋହୀ ମିର୍ଦ୍ଧା(୭)। ସେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଲୋକ ମହୋତ୍ସବ ଆରମ୍ଭ

ସମ୍ବଲପୁର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ବଲପୁରର ଅବଦାନ ଅତୁଳନୀୟ। ଏଠିକାର ନାଚ, ଗୀତ, ବାଦ୍ୟ, ସଂଗୀତ, ମଧୁର ଭାଷା ଓ ସାହିତ୍ୟ ସମସ୍ତଙ୍କଠାରୁ ଭିନ୍ନ ଓ ନିଆରା। ସମ୍ବଲପୁରୀ ଶାଢ଼ିର ସାରା ବିଶ୍ବରେ ଭିନ୍ନ ପରିଚୟ ରହିଛି। ଦେଶର ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଆ ଭାଷା…
ଅଧିକ ଖବର ଦେଖନ୍ତୁ...

ଆଜି ବାମରାର ପ୍ରସିଦ୍ଧ ମକର ମେଳା

ଗଡପୋଷ/ବାମରା: ବାମରା ବ୍ଲକ ମହକୁମାରେ ମକର ମେଳା ଶନିବାର ପାଳିତ ହେବାକୁ ଯାଉଛି। ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ଵର ଶିବ ମନ୍ଦିରରୁ ଏହି ମେଳାର ଶୁଭାରମ୍ଭ ହେବ। ହର ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ନୁନିଆମୁଣ୍ଡା, ଡୁମେରମୁଣ୍ଡା, ବାମରା ବସ୍ତି,…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଓଭରବ୍ରିଜ୍‌ରୁ ଖସିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର, ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର: ଆଜି ଅପରାହ୍‌ଣରେ ସମ୍ବଲପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲକ୍ଷ୍ମୀ ଟକିଜ ଫ୍ଲାଇଓଭର ଉପରୁ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ହେଲେ କ୍ଲିଫଡ କୁଜୁର।…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ବନ୍ଧର ୬୭ତମ ପ୍ରତିଷ୍ଠା ଦିବସ ଆଜି, ନ୍ୟାୟ ପାଇଁ ବାର ଦୁଆର ବିସ୍ଥାପିତ

ସମ୍ବଲପୁର : ହୀରାକୁଦ ବନ୍ଧ ପ୍ରତିଷ୍ଠାକୁ ୬୬ ବର୍ଷ ପୂରିଛି। ଶୁକ୍ରବାର ବିଶ୍ବର ଏହି ଦୀର୍ଘତମ ବନ୍ଧ ନିଜର ୬୭ତମ ପ୍ରତିଷ୍ଠା ଦିବସ ପାଳନ କରିବ। ସଂପ୍ରତି ଓଡ଼ିଶା ସରକାରଙ୍କ ପାଇଁ ହୁଏତ ଏହା ଗୌଣ ହୋଇ ଯାଇଥିବ, ହେଲେ ଏହି ବନ୍ଧ ପାଇଁ ନିଜର ସବୁକିଛି ହରାଇଥିବା ବିସ୍ଥାପିତମାନେ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଭିଏସ୍‌ଏସ୍‌ ​ଷ୍ଟାଡିୟମ୍ ପ୍ରତି ଅବହେଳା ନେଇ କ୍ରୀଡ଼ା ସଂଘର କ୍ଷୋଭ

ସମ୍ବଲପୁର : ହକି ପାଇଁ ସରକାର ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମନୋରଂଜନ କାର୍ଯ୍ୟକ୍ରମରେ ଗୁଡ଼ିଏ ପଇସା ବ୍ୟୟ କରାଯାଉଛି। ହକି ମହୋତ୍ସବ ପାଳନ ପାଇଁ ପ୍ରତିଟି ପଞ୍ଚାୟତରୁ ନେଇ ମହାନଗର ପର୍ଯ୍ୟନ୍ତ କୋଟିକୋଟି ଟଙ୍କା ବିଞ୍ଚି ଦିଆଯାଉଛି। ହେଲେ ସମ୍ବଲପୁରର ଐତିହାସିକ ବୀର…
ଅଧିକ ଖବର ଦେଖନ୍ତୁ...

ନକ୍ସାପାଲିରେ ରକ୍ତଦାନ ଶିବିର

ମାନେଶ୍ୱର : ଆଜି ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ନକ୍ସାପାଲି ଗୋପାଲଜି ଯୁବକ ସଂଘ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ଏକ ଦମ୍ପତିଙ୍କ ସହିତ ସର୍ବମୋଟ ୧୧୫ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ…
ଅଧିକ ଖବର ଦେଖନ୍ତୁ...

୧୮ରେ ସମ୍ବଲପୁର ଆସିବେ କୈଳାସ ଖୈର

ସମ୍ବଲପୁର : ‘ସମ୍ବଲପୁରବାସୀ, ଆପଣ ସମସ୍ତଙ୍କୁ କୈଳାସ ଖୈରର ପ୍ରେମ ଭରା ନମସ୍କାର, ଜୟ ଜୁହାର। କେମିତି ଅଛନ୍ତି। ଖୁସିର ବିଷୟ, ସମ୍ବଲପୁର ଏକ ଐତିହାସିକ ସହର, ଯାହାକୁ ମା’ ସମଲେସ୍ବରୀଙ୍କ ଧାମ ବୋଲି କହାଯାଏ। ଏସିଆର ସବୁଠାରୁ ଲମ୍ବା ଡ୍ୟାମ୍‌ ହୀରାକୁଦ ଯେଉଁଠାରେ ଅଛି। ଏହି ମାଟି…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର : ଆଜି ଅତିରିକ୍ତ ଜିଲ୍ଲା ଜଜ୍(ପ୍ରଥମ) ଦେବାଶିଷ ପଣ୍ଡା ଏକ ହତ୍ୟା ମାମଲାର ରାୟ ଶୁଣାଇ ଅଭିଯୁକ୍ତ ଯୁଗେଶ୍ବର ଓରାମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଡାକ‌ଡେରା ଗାଁ ମହାଲିମ ପଡ଼ା ନିବାସୀ ଯୁଗେଶ୍ବର ଓରାମ ଓ ତାଙ୍କ ପତ୍ନୀ ସୁନାଫୁଲ…
ଅଧିକ ଖବର ଦେଖନ୍ତୁ...

ସିକେ ନାୟୁଡୁ ଟ୍ରଫି ୧୫ରୁ

ସମ୍ବଲପୁର : ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ଷ୍ଟାଡିୟମ୍‌ରେ ଆସନ୍ତା ୧୫ ତାରିଖରୁ ୨୫ ବର୍ଷରୁ କମ୍‌ ସିକେ ନାୟୁଡୁ ଟ୍ରଫିର ଓଡ଼ିଶା-ହିମାଚଳପ୍ରଦେଶ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମ୍ୟାଚ୍‌ ପୂର୍ବରୁ ଓସିଏର ୨ ଜଣିଆ ଟିମ୍‌…
ଅଧିକ ଖବର ଦେଖନ୍ତୁ...