ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ମାସକ ପରେ ପୁଣି ଯୁଯୁମୁରାରେ ହାତୀର ଶବ ଠାବ, ବାରହା ଫାଶରେ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ

ଯୁଯୁମୁରା: ପ୍ରାୟ ମାସକ ପରେ ପୁଣି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଅଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି। ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳ ଭୀମଖୋଜ ଅନ୍ତର୍ଗତ ରଘୁଡେରା ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ଦନ୍ତା ହାତୀର ଶବ ଠାବ କରାଯାଇଥିବାର ସୂଚନା ମିଳିଛି। ଉକ୍ତ ହାତୀଟି ବାରହା ଫାଶରେ…
ଅଧିକ ଖବର ଦେଖନ୍ତୁ...

ବହିଦୋକାନ ଉପରେ ପେଟ୍ରୋଲ ବୋମା ମାଡ଼

ବରପାଲି: ବରପାଲି ବସ୍‌ଷ୍ଟାଣ୍ଡ ନିକଟସ୍ଥ ପତ୍ରିକା ମହଲ ବହି ଦୋକାନ ଉପରେ ପେଟ୍ରୋଲ ବୋମା ଫିଙ୍ଗି ଥିବା ଅଭିଯୁକ୍ତ ଅଶୋକ ପଧାନକୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣକ ଅତାବିରା ଥାନା ଅନ୍ତର୍ଗତ ତାଜାଟିକିରା ଗ୍ରାମର।ଗତ ୨୯ ତାରିଖ ବସ୍‌ଷ୍ଟାଣ୍ଡ ଭଳି ଜନଗହଳି ଇଲାକାରେ ଥିବା ପତ୍ରିକା…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କୁ ପୁଲିସ୍‌ର ଆକ୍ରମଣକୁ ନିନ୍ଦା        

ସମ୍ବଲପୁର: ବରଗଡ଼ ସହରରେ ଧନୁଯାତ୍ରାର ଅନ୍ତିମ ଦିବସରେ କାର୍ଯ୍ୟରତ ଦୈନିକ ସମ୍ବାଦପତ୍ର ‘ସକାଳ’ର ପ୍ରତିନିଧି ବଦ୍ରିପ୍ରସାଦ ସାହୁଙ୍କୁ ପୁଲିସର ଆକ୍ରମଣ ଘଟଣା ନେଇ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କୁ ମୁଖାଗ୍ନି ଦେଲେ ଡାକ୍ତର    

ସମ୍ବଲପୁର: ଟଙ୍କିକିଆ କ୍ଲିନିକ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଡା. ଶଙ୍କର ରାମଚନ୍ଦାନୀଙ୍କ ସାମାଜିକ କାମ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି। ରକ୍ତ ସମ୍ପର୍କ ନଥାଇ ମଧ୍ୟ ଗୋଟିଏ ପୁଅ ଭଳି ସେ ଜଣେ ମହିଳା ରୋଗୀଙ୍କ ଶବସତ୍କାର କରିଛନ୍ତି। ରୀତିନୀତି ଅନୁଯାୟୀ ଦଶା…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ମହୋତ୍ସବ ଉଦ୍‌ଘାଟିତ

ହୀରାକୁଦ: ଆଜି ସପ୍ତମ ହୀରାକୁଦ ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କ ନୃତ୍ୟଗୀତରେ ଲୋକ ଝୁମି ଉଠିଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମ‌ହୋତ୍ସବ ପାଇଁ ଆଜି ସକାଳେ ଶକ୍ତି ମନ୍ଦିରରୁ ଶୋଭାଯାତ୍ରାରେ ବାହାରି…
ଅଧିକ ଖବର ଦେଖନ୍ତୁ...

ଭିସେରା ଗାଏବ୍‌ ଘଟଣା: ପୁଲିସ ତଦନ୍ତ ଆରମ୍ଭ

ଝାରସୁଗୁଡ଼ା: ଝାରସୁଗୁଡ଼ା ମଙ୍ଗଲବଜାରଠାରେ ଥିବା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ହେବା ଘଟଣା ବହୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ଦୃଶ୍ୟମ-୨ ର ନକଲ କରାଯାଇଥିବା ଭଳି ପ୍ରତୀୟମାନ ହେଉଛି। ଦୃଶ୍ୟମ-୨ ରେ ଦୃଶ୍ୟମ-୧ କାହାଣୀର ଅବଶିଷ୍ଟାଂଶ ରହିଥିଲା। ଅଜୟ ଦେବଗନଙ୍କ ବଡ଼ ଝିଅର ଏମ୍‌ଏମ୍‌ଏସ୍‌…
ଅଧିକ ଖବର ଦେଖନ୍ତୁ...

ଟମାଟୋ ବୋଝେଇ ଟ୍ରକ୍‌ ଲୁଟ୍, ୩ ଗିରଫ  

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅଞ୍ଚଳରୁ ଡ୍ରାଇଭରକୁ କାବୁ କରି ଟ୍ରକ୍‌ ଲୁଟ୍‌ ହୋଇଥିଲା। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତ ରେଡ଼ାଖୋଲ ଥାନା ସାନନୂଆପଡା ଗ୍ରାମର ତୁଷାର ସ୍ବାଇଁ (୨୫), ଯୁଯୁମୁରା ଥାନା ବିଶିଟିକିରା ଝାଙ୍କରପାଲିର ସତ୍ୟନାରାୟଣ ମିର୍ଦ୍ଧା (୨୨) ଓ ଧନୁପାଲି ଥାନା ଅଇଁଲାପାଲି…
ଅଧିକ ଖବର ଦେଖନ୍ତୁ...

୬ ମାସ ହେଲା ଅନ୍ଧାରରେ ସନ୍ଥକବିଙ୍କ ପ୍ରତିମୂର୍ତ୍ତି ସ୍ଥଳ 

ରେଢ଼ାଖୋଲ: ରେଢ଼ାଖୋଲ ସହରର ମଧ୍ୟସ୍ଥଳରେ ଥିବା ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଅଞ୍ଚଳ ୬ ମାସ ହେଲା ଅନ୍ଧାରରେ ରହିଛି। ରେଢ଼ାଖୋଲରେ ଥିବା ଭୀମ ଭୋଇଙ୍କ ଏକମାତ୍ର ପ୍ରତିମୂର୍ତ୍ତି ସ୍ଥାନକୁ ଏନ୍‌ଏସି ପକ୍ଷରୁ ଉଚିତ୍ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ବିଭିନ୍ନ କାର୍ଯ୍ୟକ୍ରମ ତଥା…
ଅଧିକ ଖବର ଦେଖନ୍ତୁ...

ଖାଉଟି ଅଦାଲତରେ ପିଏନ୍‌ବିକୁ ଦଣ୍ଡ

ସମ୍ବଲପୁର : ତ୍ରୁଟିପୂର୍ଣ୍ଣ ତଥ୍ୟ ଦେବ‌ା ଓ ସେବା ପ୍ରଦାନରେ ଅବହେଳା କାରଣରୁ ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ଓ ସମାଧାନ ଆୟୋଗ ପଞ୍ଜାବ ‌ନ୍ୟାସନାଲ୍ ବ୍ୟାଙ୍କକୁ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସମ୍ବଲପୁର ଜିଲ୍ଲା ପରମାଣପୁର ନିବାସୀ ବଳରାମ ମିଶ୍ର ୨୦୧୬ ମସିହାରେ ଏକ ଜରୁରୀ…
ଅଧିକ ଖବର ଦେଖନ୍ତୁ...

ମା’ ସମଲେଶ୍ବରୀଙ୍କ ପୁଷ୍ୟାଭିଷେକ  

ସମ୍ବଲପୁର: ପୌଷପୂର୍ଣ୍ଣିମା ଅବସରରେ ଶୁକ୍ରବାର ସକାଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୁଷ୍ୟାଭିଷେକ କରା ଯାଇଥିଲା। ସକାଳେ କଳସ ସ୍ଥାପନ କରି ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ମା’ଙ୍କ ସ୍ବତନ୍ତ୍ର ଆଳତି କରା ଯାଇଥିଲା। ମୁଖ୍ୟ ପୂଜକ ଅମ୍ବିକା ରାଏ ଏବଂ…
ଅଧିକ ଖବର ଦେଖନ୍ତୁ...