ଅନୁସନ୍ଧାନ କରୁଥିବା ବର୍ଗ
ସମ୍ବଲପୁର
ମହିଳା ଆଇନଜୀବୀଙ୍କ ସମେତ ୩ ଗିରଫ
ସମ୍ବଲପୁର : ଗତ ୧୨ ତାରିଖ ଦିନ ହାଇକୋର୍ଟ ବେଞ୍ଚ ଦାବି ଆନ୍ଦୋଳନ ସମୟରେ ହୋଇଥିବା କୋର୍ଟ ଭିତରେ ଭଂଗାରୁଜା ଭଳି ଅଭାବନୀୟ ଘଟଣାକୁ କେନ୍ଦ୍ରକରି ସମ୍ବଲପୁର ଟାଉନ ପୁଲିସ ପୁଣି ୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ମହିଳା ଆଇନଜୀବୀ ବିଷ୍ଣୁପ୍ରିୟା ଭୋଇଙ୍କ ସହିତ ସବିତା ବନଛୋର, ମିଳନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭିଏସ୍ଏସ୍ ଷ୍ଟାଡିୟମରେ ଓଡ଼ିଶା-ହିମାଚଳ ମୁକାବିଲା
ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ(ଭିଏସ୍ଏସ୍) ଷ୍ଟାଡିୟମ୍ରେ ଆଉ ଏକ ଜାତୀୟ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ମିଳିବ। ୨୫ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫିର ଓଡ଼ିଶା ଓ ହିମାଚଳ ପ୍ରଦେଶ ମ୍ୟାଚ୍ ଆସନ୍ତା ଜାନୁଆରି ୧୫ ତାରିଖରେ ଭିଏସ୍ଏସ୍ ଷ୍ଟାଡିୟମ୍ରେ ଖେଳାଯିବ।
ସିକେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବେଞ୍ଚ ନୁହେଁ, ଏଣିକି ସ୍ବତନ୍ତ୍ର ରାଜ୍ୟ ଆନ୍ଦୋଳନ !
ସମ୍ବଲପୁର: ଆଜି ଓଡ଼ିଶା ସାଂସ୍କୃତିକ ସମାଜ ସଭାକକ୍ଷରେ ନାଗରିକ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅରବିନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ନେଇ ଗତ ୧୨ ତାରିଖ ଦିନ କୋର୍ଟ ଭିତରେ ଭଂଗାରୁଜା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଆଇନଜୀବୀଙ୍କ ଉପରୁ ଅଙ୍କୁଶ ହଟିଲା, ୫୪ ଜଣଙ୍କ ସସ୍ପେଣ୍ଡ୍ ବଳବତ୍ତର
କଟକ/ସମ୍ବଲପୁର : ସମ୍ବଲପୁର ବାର୍ ଆସୋସିଏସନ୍ର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ସସ୍ପେଣ୍ଡ୍ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାକୁ ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ ପ୍ରତ୍ୟାହାର କରାଯାଇଛି। ସମ୍ବଲପୁର ଅଦାଲତ ପରିସରରେ ହୋଇଥିବା ଘଟଣାରେ ସଂପୃକ୍ତ ୫୪ ଜଣ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୧୪ ଆଇନ୍ଜୀବୀଙ୍କ ଜାମିନ ଆବେଦନ ଖାରଜ
ସମ୍ବଲପୁର: ଗତ ୧୨ ତାରିଖର ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ୧୩ ତାରିଖ ଦିନ ଗିରଫ ହୋଇଥିବା ୧୪ ଜଣ ଆଇନ୍ଜୀବୀଙ୍କ ଜାମିନ ଆବେଦନ ଶୁକ୍ରବାର ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ଖାରଜ ହୋଇଯାଇଛି। ସମ୍ବଲପୁର ଓକିଲ ସଂଘରେ ପଞ୍ଜିକୃତ ସମସ୍ତ ଆଇନ୍ଜୀବୀଙ୍କ ଲାଇସନ୍ସକୁ ସସ୍ପେଣ୍ଡ କରା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମଲା ଲୋକଙ୍କ ନା’ରେ ଚାଉଳ ହଡପ
ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ସନିମାଲ ପଂଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକ ରମେଶ ବେହେରା ମୃତ ବ୍ୟକ୍ତିଙ୍କ ନାମରେ ଆସିଥିବା ୨୭ କ୍ବିଣ୍ଟାଲ ୩୫ କେଜି ଚାଉଳ ହଡ଼ପ୍ ଅଭିଯୋଗ ହୋଇଛି। ଏ ନେଇ ମେଲଛାମୁଣ୍ଡା ଥାନାରେ ବିଡିଓ ବିଶ୍ୱରଂଜନ କର ଲିଖିତ ଅଭିଯୋଗ କରିଛନ୍ତି। ଗତ ୧୨ ତାରିଖ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସାପ କାମୁଡ଼ାରେ ବୃଦ୍ଧ ମୃତ
କୁଚିଣ୍ଡା: କୁଚିଣ୍ଡା ଏନ୍ଏସି ଓ୍ବାର୍ଡ ନଂ ୧ ମହୁଲଡିହି ଗ୍ରାମର ସୂର୍ଯ୍ୟା ମିଞ୍ଜ (୬୦ ବର୍ଷ) ସାପ କାମୁଡାରେ ମୃତ୍ୟୁ ହୋଇଛି। ଗୁରୁବାର ସୂର୍ଯ୍ୟା ବିଲକୁ ଧାନ କାଟିବାକୁ ଯାଇଥିବା ସମୟରେ ସାପ କାମୁଡି ଦେଇଥିଲା। ସେ ଅସୁସ୍ଥ ହେବା ପରେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୧୪୪ ସତ୍ତ୍ବେ ସ୍ବାଭାବିକ ହେଉଛି କୋର୍ଟ କାର୍ଯ୍ୟ
ସମ୍ବଲପୁର: ସମ୍ବଲପୁର କୋର୍ଟ ପରିସରରେ ୧୪୪ ଧାରା ଲାଗିଥିବା ସତ୍ତ୍ବେ କ୍ରମେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। େଯକୌଣସି ଆଇନ୍ଗତ କାମ ଥିଲେ ଜନସାଧାରଣ କୋର୍ଟକୁ ଆସି ନିଜ କାମ କରିପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ
ସମ୍ବଲପୁର: ହୀରାକୁଦ ଅଞ୍ଚଳର ଜଣେ ନାବାଳିକା(୧୧) ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲା। ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଶ୍ଵ ରଞ୍ଜନ ବେହେରା ଏହି ମାମଲାରେ ଅଭିଯୁକ୍ତ ହୀରାକୁଦ ଫଲ୍ସାକଣ୍ଟାର ବିପିନ ହରିପାଲ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ସେ କଥା ରାଜ୍ୟ ସରକାର ଲେଖୁନାହାନ୍ତି କାହିଁକି ?…
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବି ଉପରେ ନିଜର ମତ ରଖିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ହାଇକୋର୍ଟ ହେବ ନା ନାହିଁ ନିଷ୍ପତ୍ତି ରାଜ୍ୟ ସରକାର ନେବେ। କେନ୍ଦ୍ର ସରକାରଙ୍କୁ ସୁପାରିଶ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...