ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

୨୧ ତାରିଖ ଉଦ୍‌ଘାଟନ ହେବ ସମ୍ବଲପୁର ଫ୍ଲାଇଓଭର

ସମ୍ବଲପୁର: ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଇଓଭର୍ ଆସନ୍ତା ୨୧ ତାରିଖ ଉଦ୍‌ଘାଟନ ହେବ। ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯିବା ସହ ଏହାକୁ ସଜା ଯାଉଛି। ଫ୍ଲାଇଓଭର୍‌ ରାସ୍ତାର ମଝିରେ ବିଭାଜକ ଚିହ୍ନ ଦିଆଯିବା ସହ ଉଭୟ ପର୍ଶ୍ବରେ ରଂଗିନ ଚିତ୍ର ଅଙ୍କା ଯାଇଛି।…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ୨ ଶିଶୁ ଗୁରୁତର    

ବାମରା: ଦୁଇଟି ପୃଥକ ସ୍ଥାନରେ ଚିତି ସାପ କାମୁଡ଼ାରେ ଜଣେ ଶିଶୁ ସହ ୨ ଜଣ ଗୁରୁତର ହୋଇଛନ୍ତି। ବାମରା ବ୍ଲକ୍‌ ବାଦପଡ଼ାରେ ଚିତି ସାପ କାମୁଡ଼ାରେ ଜଣେ ଶିଶୁ କନ୍ୟା ଓ  ଗୋବିନ୍ଦପୁର ପଞ୍ଚାୟତ ମିଟୁପଡ଼ାର ଜଣେ ଯୁବକ ଆହତ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ବୁଧବାର ଭୋର୍‌ରେ ବାଦପଡ଼ାର…
ଅଧିକ ଖବର ଦେଖନ୍ତୁ...

କଲ୍‌ମାର ୧୩ ଗେଟ୍ ଖୋଲା, ଛତିଶଗଡ଼ ଯୋଗୁଁ ପ୍ରଭାବିତ ହେଉଛି ହୀରାକୁଦ

ସମ୍ବଲପୁର: ଗ୍ରୀଷ୍ମଦିନେ ଛତିଶଗଡ଼ କଲ୍‌ମା ବ୍ୟାରେଜର ସବୁ ଗେଟ୍‌ ବନ୍ଦ ରଖିବା ଯୋଗୁ ଓଡ଼ିଶାର ଜୀବନରେଖା ମହାନଦୀ ଏହି ସମୟରେ ପ୍ରାୟତଃ ଶୁଖିଲା ପଡ଼ୁଛି। ଓଡ଼ିଶାର ଦାବିକୁ ଅଣଦେଖା କରିବା ସହିତ ମହାନଦୀର ଜଳସ୍ରୋତକୁ ଅଟକାଇ ରଖୁଛନ୍ତି। ତ‌େବେ, ବର୍ଷା ସମୟ ଆରମ୍ଭରୁ ଛିତିଶଗଡ଼ ସରକାର…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା: ୪ ସହକର୍ମୀଙ୍କୁ ଦାୟୀକରି ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ସମ୍ବଲପୁର: ନିଜର ୪ ଜଣ ସହକର୍ମୀଙ୍କୁ ଦାୟୀ କରି ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ନାଥ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ କ୍ଷୀରୋଦ ଏକ ଚିଠି ଲେଖି ନ୍ୟାୟ ମାଗିବା ଘଟଣା ଅଂଚଳରେ ଆଲୋଡ଼ନ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଏଣିକି ଫ୍ଲିପ୍‌କାର୍ଟରେ ମିଳିବ ସମ୍ବଲପୁରୀ ବସ୍ତ୍ର 

ବୁର୍ଲା: ସମ୍ବଲପୁରୀ ବସ୍ତ୍ରର ଶିଳ୍ପୀ ଓ ବୁଣାକାର ମାନଙ୍କ ପାଇଁ ଏକ ବୃହତ୍‌ ଓ ବ୍ୟାପକ ବଜାରର ଦ୍ବାର ଖୋଲିଛି। ଆଇଆଇଏମ୍‌ ସମ୍ବଲପୁର ଓ ଫ୍ଲିପ୍‌କାର୍ଟ ମଧରେ ମଙ୍ଗଳବାର ଏକ  ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହେବା ଫଳରେ ସ୍ଥାନୀୟ ବୁଣାକାର ମାନଙ୍କ ପାଇଁ ଏକ ନୂଆ ଡିଜିଟାଲ୍…
ଅଧିକ ଖବର ଦେଖନ୍ତୁ...

ବେଜବରୁଆଙ୍କ ବାସଭବନ ବୁଲି ଦେଖିଲେ  ଆସାମର ଅଧିକାରୀ ଦଳ

ସମ୍ବଲପୁର: ଆଜି ସମ୍ବଲପୁରରେ ଗସ୍ତରେ ଆସିଥିବା ଆସାମର ଅଧିକାରୀ ଦଳ କଚେରୀ ଛକରେ ଥିବା ସାହିତ୍ୟରଥୀ ଲଷ୍ମୀନାଥ ବେଜବାରୁଆଙ୍କର ସାଧାନ ପୀଠ ଓ ବାସଭବନ ବୁଲି ଦେଖିଛନ୍ତି। ଆସାମ ସରକାରଙ୍କର ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ମନିଦୀପା ବର୍କୋଟୋକି ଓ  ନିର୍ଦେଶକ ମିନାକ୍ଷୀ ଦାସ ନାଥ…
ଅଧିକ ଖବର ଦେଖନ୍ତୁ...

ସିଣ୍ଡିକେଟ୍‌ ବୈଠକ: ମିତ୍ତଲଙ୍କ ସମୟର ସବୁ କାର୍ଯ୍ୟର ହେବ ଅଡିଟ୍‌

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସିଣ୍ଡିକେଟ୍‌ର ଜରୁରୀ ‌ବୈଠକ ବସିଥିଲା। ସୁଧ ସହିତ ବକେୟା ଟଙ୍କା ଆଦାୟ ଓ ତାଙ୍କ ସମୟରେ ହୋଇଥିବା ସବୁ ପ୍ରଶାସନିକ ଓ ଆର୍ଥିକ ଅନିୟମିତତାର ଅଡିଟ୍ ପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ମନୋମାଳିନ୍ୟ ପରେ ଆତ୍ମହତ୍ୟା କଲା ପ୍ରେମିକା !     

ବାମରା: ପ୍ରେମିକ ସହ ମନୋମାଳିନ୍ୟ ହେବା ପରେ ନାବାଳିକା ପ୍ରେମିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାଟି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗୋବିନ୍ଦପୁର ଥାନାଞ୍ଚଳରେ ଘଟିଛି। ପ୍ରାପ୍ତ ସୂଚନାନୁସାରେ ବାମରା ବ୍ଲକ ସଗରା ପଞ୍ଚାୟତର ଜନୈକା ୧୭ ବର୍ଷିଆ ନାବାଳିକାଙ୍କ ସୁନ୍ଦରଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ପିକ୍‌ଅପ୍‌ ଧକ୍କାରେ ଅଟୋ ଚାଳକ ମୃତ

ଧନକଉଡ଼ା: ସମ୍ବଲପୁର ଜିଲ୍ଲା ଗୋଶାଳା ସ୍ଥିତ ଓମ୍‌ଫେଡ୍‌ ପ୍ଲାଣ୍ଟ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଶବ ରଖି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ସମ୍ବଲପୁରରୁ ନବୀନ ନିବାସ

ସମ୍ବଲପୁର: ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଓଡ଼ିଶା ଡ୍ରାଇଭର୍‌ ମହାସଂଘ ପକ୍ଷରୁ ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି। ମା’ ସମଲେଶ୍ବରୀଙ୍କ ମନ୍ଦିରରୁ ମଙ୍ଗଳବାର ଦିନ ସାଢ଼େ ୧୧ଟାରେ ମହାସଂଘର ସଦସ୍ୟମାନେ ପୂଜା କରିବା ପରେ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...