ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଦିନ ଦ୍ବିପ୍ରହରରେ ଲୁଟିନେଲେ ୧୧ ଲକ୍ଷ 

ସମ୍ବଲପୁର: ସମ୍ବଲପୁରରେ ପୁଣି ସକ୍ରିୟ ହେଲେଣି ଲୁଟେରା ଗ୍ୟାଙ୍ଗ। ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ଲୋକଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଗତକାଲି ଅଇଁଠାପାଲି ‌‌ଛକ ନିକଟ ଷ୍ଟେଟ ବ୍ୟାଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦିନ ଦ୍ବିପହରରେ ପୁଣି ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ପାଗଳା କୁକୁର କାମୁଡ଼ାରେ ୨୦ ଆହତ  

ବାମରା: ଗତ ୨ ଦିନ ମଧ୍ୟରେ ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ହାତୀପଡ଼ା, ନୂଆପଡ଼ା, ତୁରୀପଡ଼ା, ସିଶାଲ ଫାର୍ମ ପଡ଼ା, ଷ୍ଟେସନ ବସ୍ତି, ବିଜୁ ପଟ୍ଟନାୟକ ଛକ ଓ ବସଷ୍ଟାଣ୍ଡ୍‌ ଅଞ୍ଚଳରେ ଗୋଟିଏ ପାଗଳ କୁକୁର କାମୁଡ଼ାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩/୪ ଜଣ ଗୁରୁତର ଆହତ…
ଅଧିକ ଖବର ଦେଖନ୍ତୁ...

ବିନିତ୍‌ ସିଂହ ନୂଆ ଡିଆର୍‌ଏମ୍‌   

ସମ୍ବଲପୁର: ବିନିତ୍ ସିଂହ ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ନୂତନ ମଣ୍ଡଳ ରେଳ ପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି। ସେ ପ୍ରଦୀପ କୁମାରଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ସିଂହ ନୂଆଦିଲ୍ଲୀସ୍ଥିତ ରେଲ୍‌ଟେଲ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ…
ଅଧିକ ଖବର ଦେଖନ୍ତୁ...

ଟାଉନ୍ ଥାନା ସମ୍ମୁଖରୁ ଲୁଟିନେଲେ ପେନ୍‌ସନ୍‌ ଟଙ୍କା

ସମ୍ବଲପୁର: ସମ୍ବଲପୁର ସହରରେ ଆଇନ ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସାଇବର୍‌ ଅପରାଧ ସମ୍ବଲପୁର ପୁଲିସଙ୍କ ସହ ଲୁଚକାଳି ଖେଳୁଥିବା ବେଳେ ପୁଲିସ କେବଳ ମାମଲା ରୁଜୁ କରି ଖେଳ ଦେଖୁଛି। ଚୋରି, ଲୁଟ୍‌ ସହରବାସୀଙ୍କ ପାଇଁ ଦେହସୁହା କରିସାରିଲେଣି। ଏକଥା ଆମେ କହୁନାହୁଁ,…
ଅଧିକ ଖବର ଦେଖନ୍ତୁ...

ଏସ୍ଇବିସି ତାଲିକାରେ ସାମିଲ ହେଲେ ଆହୁରି ଅନେକ ଜାତି

ସମ୍ବଲପୁର : ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ସୁପାରିସକ୍ରମେ ରାଜ୍ୟ ସରକାର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ଶ୍ରେଣୀ(ଏସ୍‌ଇବିସି) ତାଲିକାରେ ଆହୁରି କେତେକ ଜାତିକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବଢ଼େଇ/ ବିନ୍ଧାଣୀ/ବିନ୍ଦାଣୀଙ୍କୁ ଏସ୍‌ଇବିସି ତାଲିକାର କ୍ରମିକ ସଂଖ୍ୟା ୪,…
ଅଧିକ ଖବର ଦେଖନ୍ତୁ...

କଲେଜ ହଷ୍ଟେଲ୍ ଛାତରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ଶାସନ ଥାନା ମାଝୀପାଲି ନିକଟସ୍ଥ ଏକ ଘରୋଇ କଲେଜର ଛାତରୁ ଡେଇଁ ଜଣେ ମହିଳା କର୍ମଚାରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ମହିଳା କର୍ମଚାରୀ ଜଣକ ରୋଷେୟା ଭାବେ କାମ କରୁଥିବା ବେଳେ ସୋମବାର…
ଅଧିକ ଖବର ଦେଖନ୍ତୁ...

ରାଜରାଜେଶ୍ବରୀ ବେଶରେ ମା ସମଲେଶ୍ବରୀ

ସମ୍ବଲପୁର : ଦଶହରା ପୂର୍ଣ୍ଣମୀ ଅବସରରେ ଜଗଜ୍ଜନନୀ ମା ସମଲେଶ୍ବରୀ ଭକ୍ତଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି। ମହାଳୟାରେ ଧବଳମୁଖୀ ବେଶ ଧାରଣ କରିଥିବା ମାତା ସମଲେଇ ପାର୍ବଣ ଋତୁର ଶେଷ ବେଶ ଭାବେ କୁମାର ପୂର୍ଣ୍ଣିମାରେ ରାଜରାଜେଶ୍ବରୀ ରୂପରେ ଭକ୍ତଙ୍କ ସମ୍ମୁଖରେ ଆବିର୍ଭାବ…
ଅଧିକ ଖବର ଦେଖନ୍ତୁ...

ଚାରମାଳ ମଦଭାଟିରେ ଗଣ୍ଡଗୋଳ

ରେଢ଼ାଖୋଲ: ଚାରମାଳ ଦେଶୀ ମଦଭାଟିରେ ଗଣ୍ତଗୋଳରେ ଚାରମାଳ ମାଉଲିଢ଼ିପର ସାରଥି ସେଠୀ (୩୫) ଆହତ ହୋଇଛନ୍ତି। ଏହି ମାମଲାରେ ଚାରମାଳ ଥାନା ପୁଲିସ ଚାରମାଳ ଓରାମ ସାହିର କାହ୍ନୁ ଭୋଇ (୩୦)ଙ୍କୁ ଗିରଫ କରିଛି। ରବିବାର ଚାରମାଳ ଦେଶୀ ମଦଭାଟିରେ ସାରଥୀ ଓ କାହ୍ନୁଙ୍କ ମଧ୍ୟରେ ପୂର୍ବ…
ଅଧିକ ଖବର ଦେଖନ୍ତୁ...

 ସମ୍ବଲପୁରରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ

ସମ୍ବଲପୁର: ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଗଜଲକ୍ଷ୍ମୀ। ରବିବାର କୁମାର ପୂର୍ଣ୍ଣିମା ଅବସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହୋଇଛି। ସମ୍ବଲପୁରର ସହଯୋଗ ନଗର, ମୁଦିପଡ଼ା, ସାକ୍ଷୀପଡ଼ା ଓ କାଳିବାଡ଼ିଠାରେ ଏହି ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ସହଯୋଗ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ନାବାଳିକାଙ୍କୁ ଯୌନ ନିର୍ଯାତନା ! 

ସମ୍ବଲପୁର: ସଦର ଥାନା ଅଞ୍ଚଳର ଜଣଙ୍କ ଘରେ ପଶି ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଧନକଉଡ଼ା ଅଞ୍ଚଳର ସଞ୍ଜିତ ସାହୁ(୨୧)। ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜିତ ଜଣଙ୍କ ଘରକୁ ପଶି ଶୋଇଥିବା ନାବାଳିକାଙ୍କୁ…
ଅଧିକ ଖବର ଦେଖନ୍ତୁ...