ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି: ଡାକ୍ତରଙ୍କୁ ଚପଲରେ ପିଟି ଥାନାରେ ଅଟକ

ସମ୍ବଲପୁର: ଡାକ୍ତର ଆସିବାରେ ଟିକେ ବିଳମ୍ବ କରିଦେଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟବସାୟୀ ତାଙ୍କୁ ଚପଲରେ ପିଟିଛନ୍ତି। ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କ ଟେକ୍‌ନିସିଆନ୍‌ ବି ବ୍ୟବସାୟୀଙ୍କ କୋପରୁ ବର୍ତ୍ତି ନାହାନ୍ତି। ସମ୍ବଲପୁର ଟାଉନ୍‌ ଥାନା ଅଞ୍ଚଳରେ ବ୍ୟବସାୟୀଙ୍କ ଏହି…
ଅଧିକ ଖବର ଦେଖନ୍ତୁ...

ମିଛ ଜାତି ଅଭିଯୋଗରେ ଛନ୍ଦିହେଲେ ଆଉ ଜଣେ ଡି‌ଏସ୍‌ପି: ନିଜକୁ ଓରାମ ଦର୍ଶାଇ ସରକାରୀ ଚାକିରି କରୁଛନ୍ତି ତିନି ଭଉଣୀ

ସମ୍ବଲପୁର: କଟକରେ କାର୍ଯ୍ୟରତ କ୍ରାଇମ୍‌ବ୍ରାଞ୍ଚ୍‌ ଡିଏସ୍‌ପି ରମେଶ ଦୋରା ଜାଲ୍‌ ଆଦିବାସୀ ଜାତି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ବିଚାରାଧୀନ ଥିବାବେଳେ ପୁଲିସ୍‌ ବିଭାଗର ଆଉ ଜଣେ ଡିଏସ୍‌ପି ସମାନ ଢଙ୍ଗରେ ଜାତି ଠକେଇ କରି ଚାକିରି କରିବା ଅଭିଯୋଗ ସାମ୍ନାକୁ ଆସିଛି। ଖୋଦ୍…
ଅଧିକ ଖବର ଦେଖନ୍ତୁ...

ଭିମସାରରେ ଜଣେ ମହିଳାଙ୍କ ୪ ସନ୍ତାନ ପ୍ରସବ 

ବୁର୍ଲା: ଆଜି ଭିମ୍‌ସା୍‌ର୍ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ଚାରି ଜଣ ଶିଶୁଙ୍କୁ ଜନ୍ମ କରିଥିବା ସୂଚନା ମିଳିଛି। ଚାରିଜଣ ଶିଶୁଙ୍କ ମଧ୍ୟରେ ତିନି ଜଣ ଶିଶୁ କନ୍ୟା ହୋଇଥିବା ଜଣାପଡ଼ିଛି। ମା ଓ ଶିଶୁ ସୁସ୍ଥ ଥିବା ବେଳେ ଶିଶୁମାନଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଖରେ ଥିବା…
ଅଧିକ ଖବର ଦେଖନ୍ତୁ...

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

ସମ୍ବଲପୁର: ଧନୁପାଲି ଥାନା ଅ଼ଞ୍ଚଳରେ ରହୁଥିବା ମହିଳା ଫରେଷ୍ଟର୍‌ ପ୍ରଭାସିନୀ ପରିଡ଼ାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ସୌରଭ ଧରକୁ ଗିରଫ କରିଛି। ସୋମବାର ମହିଳାଙ୍କ ଘରେ ପଶି ସୌରଭ ଗାଳିଗୁଲଜ କରିବା ସହ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ମହିଳା ଜଣକ ଏ ନେଇ ଲିଖିତ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୬ ଗେଟ୍‌ ଖୋଲା   

ସମ୍ବଲପୁର: ମଙ୍ଗଳବାର ବି ହୀରାକୁଦ ନଦୀବନ୍ଧର ୬ଟି ଗେଟ୍‌ ଖୋଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇ ନଥିବାରୁ ମଙ୍ଗଳବାର ଆଉ ଅଧିକ ଗେଟ୍ ଖୋଲା ଯାଇ ନାହିଁ। ଏହା ସହ ଜଳସ୍ତର ବି ସାମାନ୍ୟ ଖସି ରାତି ୯ଟା ସୁଦ୍ଧା ୬୨୮.୭୫ ଫୁଟ୍ ରହିଛି। ସେହି ସମୟରେ…
ଅଧିକ ଖବର ଦେଖନ୍ତୁ...

୨ଟି ସ୍ତ୍ରୀ ରଖିଥିବା ବ୍ୟକ୍ତିଙ୍କୁ ଉଠାଇ ଆଣିଲା ପୁଲିସ୍  

ସମ୍ବଲପୁର: ସମ୍ବଲପୁର ଟାଉନ୍‌ ଥାନା ଅଞ୍ଚଳରେ ଫାଷ୍ଟ୍‌ଫୁଡ୍‌ ଦୋକାନ ଦେଇଥିବା ଜଣେ ବ୍ୟକ୍ତିକୁ ୨ଟି ସ୍ତ୍ରୀ ରଖିଥିବା ଅଭିଯୋଗରେ ଉଠାଇ ଆଣିଲା ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ଫାଷ୍ଟଫୁଡ୍‌ ଦୋକାନୀ ଜଣକ ୨ଟି ସ୍ତ୍ରୀ ରଖିଥିବା ନେଇ ତାଙ୍କ ପ୍ରଥମ ସ୍ତ୍ରୀ ଜାଣିବା ପରେ ଝଗଡ଼ା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ଛାତ୍ର ଗୁରୁତର 

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ଚାରମାଳ ରେଞ୍ଜ୍‌ ଅର୍ନ୍ତଗତ ବଂଶାଜାଲ ପଞ୍ଚାୟତର ମୂଷାକଟା ଗ୍ରାମରେ ମଙ୍ଗଳବାର ଭାଲୁ ଆକ୍ରମଣରେ ରେଢ଼ାଖୋଲ ଭୀମଭୋଇ କଲେଜରେ +୨ ପ୍ରଥମ ବର୍ଷ ଛାତ୍ର ବିବେକାନନ୍ଦ ସେଠୀ (୧୭) ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ଛାତ୍ର ଜଣକ ସକାଳୁ ନିଜ ଘର…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଞ୍ଚଳର ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ କରି ଉକ୍ତ ଥାନା ବର୍ଷିକିଆ ଡିମିରିଖୋଳ ଗ୍ରାମର ବବୁଲୁ ମୁଣ୍ଡା (୨୩) ଗିରଫ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ବବଲୁ ଗତ ୧୭ ତାରିଖ ଦିନ ଯୁବତୀଙ୍କ ଗ୍ରାମକୁ ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି; ବିଳମ୍ବ ପାଇଁ ଡାକ୍ତରଙ୍କୁ ଚପଲରେ ପିଟିଲେ

ସମ୍ବଲପୁର: ଡାକ୍ତର ଆସିବାରେ ଟିକେ ବିଳମ୍ବ କରିଦେଲେ। ଏଥିରେ ଉତ୍ୟକ୍ତ ହୋଇ ଜଣେ ବ୍ୟବସାୟୀ ତାଙ୍କୁ ଚପଲରେ ପିଟିଲେ। ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କ ଟେକ୍‌ନିସିଆନ୍‌କୁ ବି ବ୍ୟବସାୟୀ ଜଣକ ଛାଡ଼ି ନଥିଲେ। ଏଭଳି ବ୍ୟବସାୟୀଙ୍କ ଦବଙ୍ଗଗିରି ସମ୍ବଲପୁର ଟାଉନ୍‌ ଥାନା ଅଞ୍ଚଳରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୬ ଗେଟ୍ ଖୋଲିଲା

ସମ୍ବଲପୁର : ହୀରାକୁଦ ଜଳସ୍ତର ୬୨୯ ଫୁଟ୍‌ ଅତିକ୍ରମ କରିଥିବାବେଳେ ଦୁଇଦିନ ହେଲା ବନ୍ଧ ଉପର ମୁଣ୍ଡରେ କିଛି କିଛି ବର୍ଷା ଲାଗି ରହିଛି। ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ବଡ଼ଧରଣର ଲଘୁଚାପ ବର୍ଷାର ପୂର୍ବାନୁମାନ କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ସୋମବାର ୨ଟି ପର୍ଯ୍ୟାୟରେ ହୀରାକୁଦ…
ଅଧିକ ଖବର ଦେଖନ୍ତୁ...