ପଶ୍ଚିମ ଓଡ଼ିଶାର ରାଜଧାନୀ ଭାବେ ଜଣାଶୁଣା ସମ୍ବଲପୁର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରେ ଆଜି ଭୋଟ। ଗଡ଼ ଜିଣିବା ଲାଗି ସବୁ ପ୍ରାର୍ଥୀ ଚଳାଇଛନ୍ତି ଜୋରଦାର ପ୍ରୟାସ। ଆସନ୍ତୁ ଜାଣିବା ସମ୍ବଲପୁର ରଣାଙ୍ଗନରେ କେଉଁ ସବୁ ଯୋଦ୍ଧାଙ୍କ ଭିତରେ ଲଢ଼େଇ ହେଉଛି। ସମ୍ବଲପୁର ଲୋକସଭା ଓ ଏହା ଅନ୍ତର୍ଗତ ରେଙ୍ଗାଲି,ସମ୍ବଲପୁର,ରେଢାଖୋଲ,ଛେଣ୍ଡିପଦା, ଆଠମଲ୍ଲିକ,କୁଚିଣ୍ଡା ଓ ଦେବଗଡ଼ ବିଧାନସଭା ଆସନରେ କିଏ କେଉଁ ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଛନ୍ତି।
ସମ୍ବଲପୁରରେ ମତଦାନ : ଜାଣନ୍ତୁ ଲୋକସଭା ଓ ୭ ବିଧାନସଭା ଆସନରୁ କେଉଁ ସବୁ ପ୍ରମୁଖ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି
/sambad/media/post_attachments/wp-content/uploads/2019/04/Sambalpur-Election_Thumbnail.jpg)