ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା: ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ସାପଲହରା ଗାଁ ଗୋବିନ୍ଦ ମିର୍ଦ୍ଧାଙ୍କ ଝିଅ ସୀମା ମିର୍ଦ୍ଧା(୧୭)ଙ୍କ ବୁର୍ଲାମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ ୧୫ ତାରିଖ ସେ ଓ ତାଙ୍କ ଉଭଣୀ ମଧ୍ୟରେ ଝଗଡା ହୋଇଥିଲା। ଉକ୍ତ ଘଟଣାରେ ସେ ବିଷଖାଇ ଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲାମେଡ଼ିକାଲରେ ଭର୍ତ୍ତିି କରାଯାଇଥିଲା।

ସମ୍ବନ୍ଧିତ ଖବର