ନୂଆପଡ଼ା: ଶନିବାର ବିଳମ୍ବିତ ରାତିରେ ଲଖନା ଥାନା ଅନ୍ତର୍ଗତ ଚନାମୁଣ୍ଡା ଗ୍ରାମରେ ଜୁଆ ଖେଳ ଚାଲୁଥିବା ସମୟରେ ପୁଲିସ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିବା ସହ ୫୭୯୯ ଟଙ୍କା ଜବତ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଲଖନା ଥାନା ଅଧିକାରୀ ସରୋଜ ମଲ୍ଲିକ ପ୍ରକାଶ କରିଛନ୍ତି। ସେମାନେ ହେଲେ ତରବୋଡର ମୋତିରାମ ଅହିର, ଦୁଆରୁ ମୋହରା ଓ ତେଜରାମ ବାଗ ।
ଜୁଆ ଚଢ଼ଉ, ୩ କୋର୍ଟ ଚାଲାଣ
/sambad/media/post_attachments/wp-content/uploads/2017/10/claim-001.jpg)