ଘଟଗାଁ: ଘଟଗାଁ ବ୍ଲକ୍ ଉପରଡିହା ପଞ୍ଚାୟତ ରାଜବନ୍ଧ କଲେଜସାହିରେ ଥିବା ପ୍ରାଥମିକ ବିଦ୍ୟାଳୟର ସମ୍ମୁଖ ପାର୍ଶ୍ଵ ପାଚେରି ବର୍ଷାରେ ଭାଙ୍ଗିଯାଇଛି। ଫଳରେ ସ୍କୁଲ ପରିସର ଏବେ ମୁକୁଳା ପଡ଼ିଛି।
ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ପାଚେରି ଭାଙ୍ଗିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ପାଚେରି ନିର୍ମାଣ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/14-1.jpg)