ନବରଂଗପୁର: ଆମପାଣି ଘାଟିରେ ଟ୍ରକ-କାର ମୁହାଁମୁହିଁ, ୬ ଗୁରୁତର

ନବରଂଗପୁର: କଳାହାଣ୍ଡି ଜିଲ୍ଲାର ଆମପାଣି ଘାଟିରେ ଟ୍ରକ୍‌ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଶିଶୁ ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସମସ୍ତେ କୋରାପୁଟ ଜିଲ୍ଲାର କୋଟପାଡ଼ ଅଂଚଳର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର