ରିଆମାଳ: ରିଆମାଳ ଥାନା ଗୁଣ୍ଡିଆପାଲି ପଞ୍ଚାୟତ ମାଘୁମୁଣ୍ଡା ଗାଁ କରେନ୍ ସିଂମୁଣ୍ଡାଙ୍କ ଝିଅ ସରସ୍ବତୀ ମୁଣ୍ଡା (୬ ବର୍ଷ)ର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।
ଝିଅଟି ମାମୁଘର ବେଗୁନିଆନାଳିକୁ ଆସିଥିବା ବେଳେ ଗୁରୁବାର ରାତିରେ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକ ଜାଣିବା ପରେ ତୁରନ୍ତ ଛତାବର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/snake-bite.jpg)