ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ରେବଣାପଳାଶପାଳ ପଞ୍ଚାୟତ ବାଙ୍ଗୁରୁଶୁଣି ଗ୍ରାମର ଟିପୁ ମୁଣ୍ଡା (୨୩)ଙ୍କ ଗତକାଲି ସାପ  କାମୁଡ଼ାରେ ମୃତ୍ୟୁ ଘଟିଛି। ଟିପୁ ଗତକାଲି ଦିନବେଳେ ଜଙ୍ଗଲକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଥିଲା। ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାକୁ ଅଣାଯାଇଥିଲା।

Advertisment

ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଦୈତାରି ଥାନାରେ କେସ୍‌ ନମ୍ବର ୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।