ଔପଦା : ମଦ ନିଶାରେ ମାତାଲ ହୋଇ ବାପାର ଜୀବନ ନେଇଗଲା ପୁଅ ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମରେ ।
ଗତ କାଲି ରାତିରେ ଏହି ଗ୍ରାମର ୩୮ ବର୍ଷୀୟ ଶ୍ରୀକାନ୍ତ ନାୟକ ନିଜ ବାପା ୬୧ ବର୍ଷୀୟ ଅନାମ ନାୟକଙ୍କୁ କଟୁରିରେ ବିଭତ୍ସ ଭାବେ ହାଣି ହତ୍ୟା କରିଛି । ଆଜି ସକାଳେ ଗ୍ରାମବାସୀ ମାନେ ଏହା ଜାଣିବା ପରେ ଅଭିଯୁକ୍ତ ଶ୍ରୀକାନ୍ତର ଗୋଡ଼ ହାତ ବାନ୍ଧି ପୋଲିସକୁ ଖବର ଦେଇ ଥିଲେ । ଖବର ଲେଖାହେବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିନଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/WhatsApp-Image-2021-06-19-at-09.02.45.jpeg)