ମଦ ନିଶାରେ ବାପାର ଜୀବନ ନେଇଗଲା ପୁଅ

ଔପଦା : ମଦ ନିଶାରେ ମାତାଲ ହୋଇ ବାପାର ଜୀବନ ନେଇଗଲା ପୁଅ ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମରେ ।

ଗତ କାଲି ରାତିରେ ଏହି ଗ୍ରାମର ୩୮ ବର୍ଷୀୟ ଶ୍ରୀକାନ୍ତ ନାୟକ ନିଜ ବାପା ୬୧ ବର୍ଷୀୟ ଅନାମ ନାୟକଙ୍କୁ କଟୁରିରେ ବିଭତ୍ସ ଭାବେ ହାଣି ହତ୍ୟା କରିଛି । ଆଜି ସକାଳେ ଗ୍ରାମବାସୀ ମାନେ ଏହା ଜାଣିବା ପରେ ଅଭିଯୁକ୍ତ ଶ୍ରୀକାନ୍ତର ଗୋଡ଼ ହାତ ବାନ୍ଧି  ପୋଲିସକୁ ଖବର ଦେଇ ଥିଲେ । ଖବର ଲେଖାହେବା ବେଳକୁ  ପୁଲିସ ଘଟଣାସ୍ଥଳରେ ପହଞ୍ଚିନଥିଲା

ସମ୍ବନ୍ଧିତ ଖବର