ରାଉରକେଲା : ଟ୍ରାଫିକ ଗେଟ ତାରିଣୀ ମନ୍ଦିର ନିକଟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହା ସହିତ ଦୁଇ ନକଲି ବିଦେଶୀ ମଦ ବେପାରୀକୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୬୬.୯୫ ଲିଟର (୮୪ ବୋତଲ ) ନକଲି ମଦ, ୨୭୦ ଠିପି, ବିଭିନ୍ନ ବ୍ରାଣ୍ଡର ୩୦୦ରୁ ଅଧିକ ଖାଲି ବୋତଲ ସହ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।
ରାଉରକେଲା : ୬୭ ଲିଟର ନକଲି ବିଦେଶୀ ମଦ ଜବତ
/sambad/media/post_attachments/wp-content/uploads/2022/03/WhatsApp-Image-2022-03-07-at-18.15.19.jpeg)