ବିଦ୍ୟାଳୟରୁ ଚୋରି

ନଠୁଆବର: କୁଆଖିଆ ଥାନା ଅନ୍ତର୍ଗତ ଆଦମପୁର ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଚୋରି ହୋଇଛି। ଗତମାସ ୩୧ ତାରିଖରେ ସହକାରୀ ଶିକ୍ଷୟିତ୍ରୀ ସୁନନ୍ଦା ସାହୁ ବିଦ୍ୟାଳୟରେ ଚୋରି ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ରଥଙ୍କୁ ସୂଚନା ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରଥ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ।

ଗ୍ରୀଷ୍ମ ଅବକାଶରେ ପିଲା ଆସୁନଥିବାରୁ ଚୋରି ହୋଇଥିବା ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର