ରାଉରକେଲା: ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ଆଜି ଭୋରରୁ ଛଟ୍‌ ପୂଜା ପାଇଁ ରାଉରକେଲା ବନ୍ଧମୁଣ୍ଡା ନିକଟ କୋଏଲ ନଦୀ ପଠାରେ ମହିଳାମାନଙ୍କ ଭିଡ଼ ଜମିଥିବା ବେଳେ ସେହି ନଦୀରେ ବୁଡ଼ି ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବାଳକ ଜଣକ ହେଉଛନ୍ତି ପରମାନନ୍ଦ ପାଣ୍ଡେ ଓ ସେ ସ୍ଥାନୀୟ ସେଣ୍ଟ୍ରାଲ ସ୍କୁଲରେ ପଢ଼ନ୍ତି।

ସମ୍ବନ୍ଧିତ ଖବର