କାମାକ୍ଷାନଗର: ଶିକ୍ଷୟିତ୍ରୀଙ୍କ ମାଡରେ ଗୁରୁତର ଆହତ ହେଲେ ଛାତ୍ର | ଛାତ୍ରଙ୍କୁ ବର୍ତ୍ତମାନ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ମାଙ୍କ ଅଭିଯୋଗ ମୁତାବକ ଆଜି ସକାଳେ ସ୍କୁଲରେ ପ୍ରାର୍ଥନା ଚାଲୁ ରହିଥିବା ବେଳେ ଶିକ୍ଷୟିତ୍ରୀ ଆସି ଛାତ୍ରର ଛାତିକୁ ବିଧା ମାରିଥିଲେ ।
ଛାତ୍ର ଜଣଙ୍କ ହେଲେ କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଗଣପତି ମହାନ୍ତ। ଛାତିରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି | ତାଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଏବେ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/1b85f7c0-0d12-4573-a9af-d27c3129a960.jpg)