ସୋନପୁର: ସୋନପୁରର ଏକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ୪୫ ଜଣ ଛାତ୍ରଛାତ୍ରୀ କୋରାପୁଟ ଦେଓମାଳିରୁ ପିକନିକ ସାରି ଫେରୁଥିବା ବେଳେ ସୋନପୁର-ବଲାଙ୍ଗୀର ରାସ୍ତା ଖମ୍ବେଶ୍ବରୀପାଲି ନିକଟରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ପିଟିଥିଲା ଫଳରେ ଛାତ୍ରଛାତ୍ରୀମାନେ ଆହତ ହୋଇଥିଲେ।
ଆହତମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/26c5d61f-ea40-4ec4-8c30-681ce72b881c.jpeg)