କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

ସୋନପୁର: ସୋନପୁର ବିନିକା ରାସ୍ତା ଶରଧାପଲିଠାରେ କାର ଧକ୍କାରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ର ଦ୍ବୟ ହେଲେ ଶରଧାପଲି ୟୁପି ସ୍କୁଲର ଷଷ୍ଠ ଶ୍ରେଣୀରେ ପଢୁଥିବା  ସୁବ୍ରତ ଭୋଇ(୧୧) ଓ ରାଜା ପେରା (୧୦)।  ଆହତ ହୋଇଥିବା ଛାତ୍ର ଦ୍ବୟ ହେଲେ ରାଜେଶ ପେରା(୧୦) ଓ କପିଳ ଭୁଏ(୧୩)।

ସମ୍ବନ୍ଧିତ ଖବର