ପାଣିରେ ବୁଡ଼ି ଶିଶୁ ମୃତ

ସୋନପୁର/ଖାରୀ: ପାଣିରେ ବୁଡ଼ି ସୋନପୁର ଥାନା ସାଗରପାଲି ଗାଁର ଲକ୍ଷ୍ମଣ ମେହେରଙ୍କ ପୁତ୍ର ରୁଦ୍ର (୬)ଙ୍କ ବୁଧବାର ମୃତ୍ୟୁ ଘଟିଛି। ରୁଦ୍ର ନିକଟସ୍ଥ ମୋହନସାଗର ବନ୍ଧକୁ ଗାଧୋଇବାକୁ ଅନ୍ୟ ଜଣେ ଶିଶୁ ସହିତ ଯାଇଥିଲା। ସାଙ୍ଗରେ ଯାଇଥିବା ଶିଶୁଟି ଶୌଚ ଯାଇଥିବା ବେଳେ ରୁଦ୍ର ଗଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର