ସୋନପୁର: ୪୦ କେଜି ଗଞ୍ଜେଇ ଜବତ କରିଛି ସୋନପୁର ପୁଲିସ। ସୋନପୁର ତେଲନଦୀ ପଟରୁ ସୋନପୁର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ସୋନପୁର ପୁଲିସ କୁଞ୍ଜ ଛକ ନିକଟରେ ଚଢ଼ାଉ କରିଥିଲା। ଏହି ଘଟଣାରେ ପୁଲିସ ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମର ପ୍ରହଲ୍ଲାଦ ମେହେର ଏବଂ ବରଗଡ଼ ଜିଲ୍ଲାର ବିଜେପୁର ଥାନା ପଡା ଗ୍ରାମର ମନୋରଞ୍ଜନ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୋନପୁରରୁ ୪୫ କେଜି ଗଞ୍ଜେଇ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2021/06/3ca6be7d-3bd2-443e-9b01-d5e64580fc7f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)