ବୀରମହାରାଜପୁର: କାଳ ବୈଶାଖୀ ଯୋଗୁଁ ବୀରମହାରାଜପୁର କଲେଜ ପଡ଼ିଆରେ ଚାଲିଥିବା ନିର୍ବାଚନ ପରିଚାଳନା ଅନେକ ସ୍ଥାନରେ ଟେଣ୍ଟ ଭାଙ୍ଗିଯାଇଥିଲା। ବର୍ଷା ଓ ପବନକୁ ଖାତିରି ନକରି ରାତିସାରା ଚାଲିଥିଲା କାମ। ଏ ପର୍ଯ୍ୟନ୍ତ ଭୋଟ ବାସ୍କ ଓ ଇଭିଏମ୍ ମେସିନ୍ ରିସିଭ୍ କାର୍ଯ୍ୟ ଚାଲିଛି।
ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ବୀରମହାରାଜପୁର ନିର୍ବାଚନ ଅଧିକାରୀ ତଥା ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ରାତିସାରା କାମ କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Untitlet.png)