ବଲାଙ୍ଗୀର: ଭିଜିଲାନସ ଜାଲରେ ମୁଖ୍ୟ କିରାଣି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୋନପୁର ଉପଜିଲ୍ଲାପାଳଙ୍କ ଅଫିସର ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି।
ରମେଶ ପ୍ରସାଦ ନାଗଙ୍କ ବଲାଙ୍ଗୀର ଶାନ୍ତିପଡା ଠାରେ ଥିବା କୋଠା ଏବଂ ସୋନପୁର ଅଫିସରେ ଚାଲିଛି ଚଢ଼ାଉ। ବଲାଙ୍ଗୀର, ସୋନପୁର ଏବଂ ସମ୍ୱଲପୁର ଭିଜିଲାନସ ବିଭାଗର ଟିମ୍ ଦୁଇଟି ସ୍ଥାନରେ ଚଢଉ ଜାରି ରଖିଛନ୍ତି। ତାଙ୍କର ବିଭିନ୍ନ ଆକାଉଣ୍ଟ, ଜମିବାଡି ଓ କୋଠାବାଡ଼ିକୁ ନେଇ ଭିଜିଲାନ୍ସ ବିଭାଗ ସଂପତ୍ତିର ଆକଳନ ଜାରି ରଖିଛି।
ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ
/sambad/media/post_attachments/wp-content/uploads/2021/11/Untitled-8.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)