ସୁନ୍ଦରଗଡ଼: ଆଜି ଦିନିକିଆ ଗସ୍ତରେ ସୁନ୍ଦରଗଡ଼ ଆସି ୫- ଟି ତଥା ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ସୁନ୍ଦରଗଡ଼ ଭବାନୀପୁର ସ୍ପୋର୍ଟସ କପ୍ଲେକ୍ସ ଠାରେ ଆୟୋଜିତ ନୂଆ ଓ ଫେଷ୍ଟରେ ଯୋଗ ଦେଇ ୧୧ଟା ୩୦ରୁ ୧୨ଟା ୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ। ଏଠାକୁ ଜିଲ୍ଲାର ପ୍ରାୟ ୧୦ ହଜାର ଛାତ୍ରୀଛାତ୍ରୀଙ୍କର ସମାଗମ ହୋଇଥିବାବେଳେ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରି ରହିଥିଲା।

Advertisment

publive-image

ଏହା ପୂର୍ବରୁ ଗତ ଜାନୁଆରି ୩ ତାରିଖରେ ଶ୍ରୀ ପାଣ୍ଡିଆନ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କିରେଇ, ବାଲିଶଙ୍କରା, ରାଜଗାଙ୍ଗପୁର, ଝିରପାନି ଏବଂ ବଣାଇରେ ସାଧାରଣ ସଭା କରି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ।