ରାଜଗାଙ୍ଗପୁର: ରାଜଗାଙ୍ଗପୁର ଓ କାଂଶବାହାଲ ଷ୍ଟେସନରେ ବିଭିନ୍ନ ଦ୍ରୁତଗାମୀ ଟ୍ରେନ ରହଣୀ ଓ ରାଜଗାଙ୍ଗପୁର ଫାଟକ ନିକଟରେ ଅଣ୍ଡରପାସ ନିର୍ମାଣ ନେଇ ଆଜି ରାଜଗାଙ୍ଗପୁର ଡେଭଲପମେଣ୍ଟ ଫୋରମ ପକ୍ଷରୁ ରାଜଗାଙ୍ଗପୁର ରେଲୱେ ଷ୍ଟେସନ ପରିସରରେ ଆନ୍ଦୋଳନ ଏବଂ ଗଣଧାରଣା କରାଯାଇଛି। ଗତକାଲି ଏନେଇ ଷ୍ଟେସନ ମ୍ୟାନେଜର ଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଆଜି ଧାରଣା ଦିଆଯାଇଛି।
ଦ୍ରୁତଗାମୀ ଟ୍ରେନ ରହଣୀ ଓ ଅଣ୍ଡରପାସ ଦାବି ନେଇ ଆନ୍ଦୋଳନ ଓ ଗଣଧାରଣା
/sambad/media/post_attachments/wp-content/uploads/2024/03/05b71861-c79e-4d15-9ef5-14640ff91fb2.jpeg)