ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ଭୋଜପୁର ଠାରେ ଆଜି ଅପରାହ୍ନରେ ଓଡ଼ି ୧୬ ୯୯୩୦ ବାଇକ୍ ସହିତ ଅନ୍ୟ ଏକ ଅଟୋ(ଓଡ଼ି ୧୬ଇ ୨୧୪୭) ସହିତ ଧକ୍କା ହେବାରୁ ବାଇକ୍ତ ଚାଳକ ଛତାସର୍ଗି ଅଂଚଳର ବିଶେଶ୍ୱର ମାଝି ଏବଂ ଅଟୋ ଚାଳକ ମହମ୍ମଦ ମୋଇନ ଗୁରୁତର ହୋଇଥିଲେ। ପୁଲିସ ଉଭୟଙ୍କୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ପ୍ରକାଶ।
ଅଟୋ-ବାଇକ୍ ଧକ୍କା, ୨ ଗୁରୁତର
/sambad/media/post_attachments/wp-content/uploads/2018/01/rkl11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)