ରାଉରକେଲା  : ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ରାଉରକେଲା  : ସିମେଣ୍ଟ ବୋଝେଇ ଟ୍ରକ ଚକ ତଳେ ଚାପି ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣାପଡିନି । ସେକ୍ଟର-୧୯ ପୁଲିସ ଶବ ଉଦ୍ଧାର କରି ମର୍ଗ ହାଉସକୁ ନେଇଛି ।

ସୂଚନା ଅନୁସାରେ ସୋମବାର ଅପରାହ୍ନ ପ୍ରାୟ ୩ଟା ରେ ରିଂ ରୋଡ଼ ସ୍ଥିତ ରାଉରକେଲା ହାଉସ-ସେକ୍ଟର-୨୦ ମଝିରେ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର