ଲେଫ୍ରିପଡା (ସୁନ୍ଦରଗଡ): ଲେଫ୍ରିପଡା ଥାନା ଅନ୍ତର୍ଗତ ସର୍ଗିପାଲି ବସଷ୍ଟାଣ୍ଡଠାରେ ଏକ ବାଣ ବେପାର ଉପରେ ଚଢ଼ାଉ କରାଯାଇଛି। ସୁଧୀର ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ବାଣ ପସରା ମେଳେଇ ବିକ୍ରି କରୁଥିବା ବେଳେ ସର୍ଗିପାଲି ଫାଣ୍ଡି ଅଧିକାରୀ କାଶୀନାଥ ବାରିକ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛନ୍ତି। ଏହା ସହ ସୁଧୀରକୁ ଗିରଫ କରାଯାଇଥିବା ସୂଚନା ରହିଛି।
ବେଆଇନ ବାଣ ଦୋକାନ ଉପରେ ଚଢ଼ଉ; ଲକ୍ଷାଧିକ ଟଙ୍କାର ବାଣ ଜବତ, ବେପାରୀ ଗିରଫ
/sambad/media/post_attachments/wp-content/uploads/2020/11/3793f152-9c84-4a19-aa7d-3ccfaaa217ec.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)