ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ଚିଠି ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଦେଖିବେ। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ ତାରିଖ ରବିବାର ସନ୍ଧ୍ୟା ୬ଟାରେ ସ୍ଥାନୀୟ ଏକ ମଲ୍ଟି ପ୍ଲେକ୍ସରେ ‘ଦମନ’ର ସ୍ୱତନ୍ତ୍ର ସ୍କ୍ରିନିଂ ଲାଗି ବ୍ୟବସ୍ଥା କରାଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ବସି ଦମନ ଫିଲ୍ମର ମଜା ନେବେ। ରାଜ୍ୟ ସଂସ୍କୃତି ବିଭାଗର ଚିଠିକୁ ଆଧାର କରି ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲ୍ଲେ‌ଖଯୋଗ୍ୟ, ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଅଭିନୀତ ‘ଦମନ’କୁ ଜିଲ୍ଲା/ଉପଖଣ୍ଡସ୍ତରରେ ପ୍ରଦର୍ଶନ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଉପଯୁକ୍ତ ସିନେମା ହଲ୍‌ ବୁକ୍ କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି।

ରାଜ୍ୟରେମ୍ୟାଲେରିଆନିରାକରଣପାଇଁ୨୦୧୬ମସିହାରେରାଜ୍ୟସରକାରଦୁର୍ଗମଅଂଚଳରେମ୍ୟାଲେରିଆନିରାକରଣ (ଦମନ) କାର୍ଯ୍ୟକ୍ରମଆରମ୍ଭକରିଥିଲେ।ଏଥିରେମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ନୂଆପଡ଼ାକନ୍ଧମାଳଆଦିଟିଜିଲ୍ଲାରପ୍ରାୟ୮ହଜାରମ୍ୟାଲେରିଆପ୍ରବଣଗାଁମାନଙ୍କରୁଏହିଘାତକଜ୍ୱରରନିରାକରଣଉପରେଗୁରୁତ୍ବଦିଆଯାଇଥିଲା।କ୍ଷେତ୍ରସ୍ତରରେକାର୍ଯ୍ୟରତଡାକ୍ତର, ସ୍ୱାସ୍ଥ୍ୟପରିବାରକଲ୍ୟାଣବିଭିନ୍ନବିଭାଗରକର୍ମଚାରୀମାନଙ୍କମିଳିତଉଦ୍ୟମଫଳରେମ୍ୟାଲେରିଆନିରାକରଣଦିଗରେଉଲ୍ଲେଖନୀୟସଫଳତାମିଳିଥିଲା।ତେବେସଫଳତାରରାସ୍ତାସହଜଥିଲା।ପାହାଡ଼, ଜଙ୍ଗଲ, ନଦୀଝରଣାପରିବେଷ୍ଟିତଗ୍ରାମମାନଙ୍କରେପ୍ରଚଳିତଅନ୍ଧବିଶ୍ବାସ, ଅସ୍ୱାସ୍ଥ୍ୟକରଜୀବନଶୈଳୀଯୋଗାଯୋଗରଅଭାବଆଦିଦିଗରେବଡ଼ପ୍ରତିବନ୍ଧକସାଜିଥିଲା।ଏସବୁକୁଅତିକ୍ରମକରିଦମନସଠିକ୍କାର୍ଯ୍ୟାନ୍ୱୟନପାଇଁନିଷ୍ଠାପରଡାକ୍ତରକ୍ଷେତ୍ରସ୍ତରୀୟକର୍ମଚାରମାନଙ୍କୁତ୍ୟାଗକଷ୍ଟସ୍ୱୀକାରକରିବାକୁପଡ଼ିଥିବାସରକାରଙ୍କପକ୍ଷରୁକୁହାଯାଇଛି।

publive-image

ଏହିବାସ୍ତବକଥାଉପରେଦମନସିନେମାପ୍ରସ୍ତୁତହୋଇଛି।ରବିବାରମୁଖ୍ୟଶାସନସଚିବସୁରେଶଚନ୍ଦ୍ରମହାପାତ୍ରଙ୍କସମେତବିଭିନ୍ନବିଭାଗରଅଧିକାରୀମାନେଏହିସିନେମାଦେଖିବାସହିତଏହାରଉଚ୍ଚପ୍ରଶଂସାକରିଥିଲେ।ସିନେମାଟିକୁଜିଲ୍ଲାସ୍ତରରେପ୍ରଦର୍ଶନକରିବାପାଇଁପରାମର୍ଶଦେଇଥିଲେ।ବିଭିନ୍ନସ୍ତରରୁଆସିଥିବାମତାମତକୁବିଚାରକରିସ୍ୱାସ୍ଥ୍ୟପରିବାରକଲ୍ୟାଣବିଭାଗମାଧ୍ୟମରେଏହିସିନେମାକୁଜିଲ୍ଲା/ ଉପଖଣ୍ଡସ୍ତରରେପ୍ରଦର୍ଶିତକରିବାପାଇଁନିଷ୍ପତ୍ତିହୋଇଛି।ଉପଖଣ୍ଡସ୍ତରରେଗୋଟିଏସୋପାଇଁସର୍ବାଧିକ୪୦ହଜାରଟଙ୍କାଖର୍ଚ୍ଚହୋଇପାରିବ।ବାବଦଅର୍ଥସ୍ବାସ୍ଥ୍ୟବିଭାଗରସଚେତନତା(ଆଇଇସି) କ୍ଷେତ୍ରରୁଭରଣାକରାଯିବବୋଲିବିଭାଗପକ୍ଷରୁକୁହାଯାଇଛି।