ସୁନ୍ଦରଗଡ଼: ଆଜି ସକାଳୁ ଟାଉନ ଥାନା ଲୁହୁରାଢିପା ନିକଟରୁ ଜଣେ ବୃଦ୍ଧାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତା ହେଲେ ଲୁହୁରାଢିପାର ଉପାସି ସିଂ (୭୦)। ସେ ୨ ଦିନ ତଳେ ନିଖୋଜ ହୋଇଯାଇଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ବୃଦ୍ଧାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2022/08/f6a72753-7c43-44a4-9cdb-aa7b7f56c21d.jpg)