ଯାଜପୁରରେ ୧୦ ହଜାର ପାର୍‌ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ ଅନ୍ୟ ଜିଲ୍ଳାମାନଙ୍କରେ କେ‌ତେ?

ଭୁବନେଶ୍ବର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୯୩୧ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୮୧୧ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୧୨୦ ଟି ମାମଲା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୭,୧୩୫, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୯,୫୮୬, ବରଗଡ଼ରୁ ୮,୧୪୩, ଭଦ୍ରକରୁ ୬,୪୧୫, ବଲାଙ୍ଗୀରରୁ ୬,୦୭୬, ବୌଦ୍ଧରୁ ୨,୪୧୦, କଟକରୁ ୨୪,୬୯୧, ଦେବଗଡ଼ରୁ ୯୫୪, ଢେଙ୍କାନାଳରୁ ୪,୭୬୮, ଗଜପତିରୁ ୩,୭୮୬, ଗଞ୍ଜ‌ାମରୁ ୨୦,୯୧୫, ଜଗତ୍‌ସିଂହପୁରରୁ ୬,୭୯୫, ଯାଜପୁରରୁ ୧୦,୩୪୪, ଝାରସୁଗୁଡ଼ାରୁ ୫,୯୩୦, କଳାହାଣ୍ଡିରୁ ୪,୬୪୯, କନ୍ଧମାଳରୁ ୫,୪୪୧, କେନ୍ଦ୍ରାପଡ଼ାରୁ ୬,୯୮୦, କେନ୍ଦୁଝରରୁ ୫,୭୧୮, ଖୋର୍ଦ୍ଧାରୁ ୪୬,୭୩୮, କୋରାପୁଟରୁ ୭,୦୧୭, ମାଲକାନଗିରିରୁ ୪,୫୬୨, ମୟୂରଭଞ୍ଜରୁ ୧୦,୫୫୧, ନବରଙ୍ଗପୁରରୁ ୪,୮୮୮, ନୟାଗଡ଼ରୁ ୫,୬୯୨, ନୂଆପଡ଼ାରୁ ୪,୯୭୩, ପୁରୀରୁ ୧୧,୯୬୪, ରାୟଗଡ଼ରୁ ୭,୯୬୭, ସମ୍ବଲପୁରରୁ ୭,୬୪୦, ସୁବର୍ଣ୍ଣପୁରରୁ ୪,୨୩୮, ସୁନ୍ଦରଗଡ଼ରୁ ୧୦,୦୪୭, ଷ୍ଟେଟ୍‌ପୁଲ୍‌ରୁ ୭,୧୨୩ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର