ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାଉଳଡେଗା ବିଟ ଲମଟି ପାହାଡ ଉପରେ ଦେଖିବାକୁ ମିଳିଛି ଝାରଖଣ୍ଡି ବଣୁଆ ହାତୀର ତାଣ୍ଡବ। ହାତୀଟି ରାସ୍ତା ମଝିରେ ଆସିବା ଫଳରେ ରାସ୍ତାରେ ଅଟକି ରହିଥିଲା ଅନେକ ଗାଡ଼ି। ବସ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ହାତୀ ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp